ETV Bharat / city

ଫାଇନ ଦେଲେ, ହେଲମେଟ୍ ନେଲେ... - ଟ୍ରାଫିକ ନିୟମ

କମିସନରେଟ ପୋଲିସ ଆପଣାଇଛି ଅଭିନବ ପ୍ରୟାସ । ଟ୍ରାଫିକ ନିୟମ ମାନିବାକୁ କରୁଛି ସଚେତନତା । ଆଇନ ଉଲ୍ଲଙ୍ଘନ କରି ବିନା ହେଲମେଟରେ ଯାଉଥିବା ଚାଳକଙ୍କ ଠାରୁ ପାଞ୍ଚଶହ ଟଙ୍କା ଫାଇନ ରଖିବା ସହ ମାଗଣାରେ ଦେଉଛି ହେଲମେଟ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 10, 2019, 6:23 PM IST

Updated : Sep 10, 2019, 8:06 PM IST

ଭୁବନେଶ୍ବର: ଟ୍ରାଫିକ ସଚେତନତା ପାଇଁ ଅଭିନବ ପ୍ରୟାସ । ଫାଇନ କାଟିଲେ ମିଳୁଛି ମାଗଣା ହେଲମେଟ୍ । ଟ୍ରାଫିକ ଉଲଙ୍ଘନକାରୀଙ୍କୁ ଏଭଳି ଉପାୟରେ ସଚେତନ କରୁଛି କମିସନରେଟ ପୋଲିସ । କଳ୍ପନା ଛକରେ ହେଲମେଟ୍ ପିନ୍ଧିନଥିବା ବାଇକ ଚାଳକଙ୍କୁ ମାଗଣାରେ ହେଲମେଟ୍ ପ୍ରଦାନ କରୁଛି ପୋଲିସ । ଏହା ବଦଳରେ ଆଇନ ଉଲଙ୍ଘନକାରୀ ଗଣୁଛନ୍ତି ୫୦୦ଟଙ୍କା ଫାଇନ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କେବଳ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ସଚେତନତା କରାଯାଉଥିବା କହିଛନ୍ତି ଟ୍ରାଫିକ ଡିସିପି । ଏବେ ୫ଟି ଦିଗ ଉପରେ ଗୁରୁତ୍ବ ଦିଆଯାଉଥିବା ବେଳେ ତିନିମାସ ପରେ ଉଲଙ୍ଘନକାରୀଙ୍କୁ ନୂଆ ନିୟମ ଅନୁସାରେ ମାଫ୍ ନାହିଁ ବୋଲି କଡା ତାଗିଦ କରିଛି କମିସନରେଟ ପୋଲିସ।

ତେବେ ନୂତନ ମୋଟରଯାନ ନିୟମ ଅନୁସାରେ ଫାଇନ ପରିମାଣ ୧୦୦୦ ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ଲୋକଙ୍କ ବିରୋଧକୁ ଦୃଷ୍ଟିରେ ରଖି ଏହାକୁ କୋହଳ କରାଯାଇଛି । ସଚେତନତାକୁ ଦୃଷ୍ଟିରୁ ରଖି ଓଡିଶା ଅର୍ବାନ ପୋଲିସ ଆକ୍ଟ ଅନୁଯାୟୀ ପାଞ୍ଚ ଶହ ଟଙ୍କା ଫାଇନ ଆଦାୟ କରୁଛି କମିସନରେଟ ପୋଲିସ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Intro:ଫାଇନ ଦେଲେ ,ହେଲମେଣ୍ଟ ନେଲେBody:

ଟ୍ରାଫିକ ସଚେତନତା ପାଇଁ ଅଭିନବ ପ୍ରୟାସ।ଫାଇନ କାଟିଲେ ମିଳୁଛି ମାଗଣା ହେଲମେଣ୍ଟ।ଟ୍ରାଫିକ ଉଲଙ୍ଘନକାରିଙ୍କୁ ଏଭଳି ସଚେତନ କରିଛି କମିସନରେଟ ପୋଲିସ।କଳ୍ପନା ଛକରେ ହେଲମେଣ୍ଟ ପିନ୍ଧିନଥିବା ଉଲଙ୍ଘନକାରିଙ୍କୁ ମାଗଣାରେ ବଣ୍ଟାଯାଇଛି ହେଲମେଣ୍ଟ ।ତାହା ବଦଳରେ ଉଲଙ୍ଘନକାରି କାଟିଛନ୍ତି ୫୦୦ଟଙ୍କା ଫାଇନ ।କେବଳ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ସଚେତନତା କରାଯାଉଥିବା କହିଛନ୍ତି ଟ୍ରାଫିକ ଡିସିପି।ଏବେ ୫ଟି ଦିଗ ଉପରେ ଫୋକସ କରାଯାଉଥିବା ବେଳେ ଆଗକୁ ତିନିମାସ ପରେ ଉଲଙ୍ଘନକାରିଙ୍କୁ ମାଫ ନାହିଁ ବୋଲି କଡା ତାଗିଦ କରିଛି କମିସନରେଡ ପୋଲିସ।
ତେବେ ନୁତନ ମୋଟରଯାନ ନିୟମ ଅନୁସାରେ ଫାଇନ ପରିମାଣ ୧୦୦୦ଟଙ୍କାରୁ ଆରମ୍ଭ ହୌଇଥିନା ବେଳେ ଲୋକଙ୍କ ବିରୋଧ ସମସ୍ଯା ଦୃଷ୍ଟିରୁ ସଚେତନତାକୁ ଦୃଷ୍ଟିରୁ ଓଡିଶା ଅର୍ବାନ ପୋଲିସ ଆକ୍ଟରେ ପାଂଚ ଶହ ଟଙ୍କା ଫାଇନ ଆଦାୟ କରୁଛି କମିସନରେଟ ପୋଲିସ
Conclusion:ବାଇଟ-ସାଗରିକା ନାଥ,ଟ୍ରାଫିକ ଡିସିପି
ବାଇଟ-ଡ ସୁଧାଂଶୁ ସରଙ୍ଗି,ପୋଲିସ କମିସନର
Last Updated : Sep 10, 2019, 8:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.