ETV Bharat / city

ହାଇପ୍ରୋଫାଇଲ ଲୁଟେରା, ଏଟିଏମ ତାଡିବା ବେଳେ 5 ଗିରଫ

author img

By

Published : Nov 21, 2020, 4:23 PM IST

ଧରାପଡିଲେ ହାଇପ୍ରୋଫାଇଲ ଏଟିଏମ ଲୁଟେରା । ଏଟିଏମ ଡାଡିବା ବେଳେ ପୋଲିସ 5 ଜଣଙ୍କୁ ଗିରଫ କରିଛି । ଅଧିକ ଖବର ପଢନ୍ତୁ...

ହାଇପ୍ରୋଫାଇଲ ଲୁଟେରା, ଏଟିଏମ ଲୁଟ୍ ବେଳେ 5 ଗିରଫ

ଭୁବନେଶ୍ବର: ଏଟିଏମ ତାଡିବା ବେଳେ ଲୁଟ ଉଦ୍ଯମ ପଣ୍ଡ କଲା ପୋଲିସ। ଲାଇଭ ଲୁଟ ବେଳେ ମାଡି ବସିଲେ ପୋଲିସ ଅଧିକାରୀ। ଲକ୍ଷ୍ମିସାଗର ଥାନା କଟକ ରୋଡରେ ଝାରପଡା ବ୍ରିଜ ନିକଟରେ ଏଭଳି ଲୁଟ୍ ଉଦ୍ଯମ କରୁଥିଲେ।

ସୂଚନା ଅନୁସାରେ, ଇଣ୍ଡିଆନ ବ୍ଯାଙ୍କରୁ ଶାବଳ ଓ ସ୍କ୍ରୁ ଡାଇଭର ଜରିଆରେ ଲୁଟ୍ ଉଦ୍ଯମ ବେଳେ ଗିରଫ କରିଛି ପୋଲିସ। ମୋଟ ୫ ଜଣଙ୍କୁ ଗିରଫ କରିଛି କମିସନରେଟ ପୋଲିସ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.