ETV Bharat / city

Odisha Assembly Winter Session: ଗୃହ ପ୍ରବେଶପଥରୁ ଦିବ୍ୟଶଙ୍କର ମିଶ୍ରଙ୍କୁ ବିରୋଧ - ଓଡିଶା ବିଧାନସଭା ଶୀତକାଳୀନ ଅଧିବେଶନ

ଶୀତ ଅଧିବେଶନ(Odisha Assembly Winter Session) ଆରମ୍ଭ ପୂର୍ବରୁ ବିଧାନସଭା ପ୍ରବେଶ ପଥରେ ବିକ୍ଷୋଭ ପ୍ରଦର୍ଶନ । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବିଧାନସଭାରେ ପୁରାଇ ନ ଦେବା ଦାବିରେ ଧାରଣା । ଅଧିକ ପଢନ୍ତୁ

Assembly Winter Session: ଗୃହ ପ୍ରବେଶ ପଥରୁ ଦିବ୍ୟଶଙ୍କର ମିଶ୍ରଙ୍କୁ ବିରୋଧ

author img

By

Published : Dec 1, 2021, 11:11 AM IST

Updated : Dec 1, 2021, 12:53 PM IST

ଭୁବନେଶ୍ବର: ଗୃହକୁ ପ୍ରବେଶ ପୂର୍ବରୁ ବିରୋଧୀଙ୍କ ହଟ୍ଟଗୋଳ ଆରମ୍ଭ । ଶୀତ ଅଧିବେଶନ(Odisha Assembly Winter Session) ଆରମ୍ଭ ପୂର୍ବରୁ ବିଧାନସଭା ପ୍ରବେଶ ପଥରେ ବିକ୍ଷୋଭ ପଦର୍ଶନ କରିଛି କଂଗ୍ରେସ । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବିଧାନସଭାରେ ପୁରାଇ ନ ଦେବା ଦାବିରେ ବିଧାନସଭା ପ୍ରବେଶ ଦ୍ୱାରରେ କଂଗ୍ରେସ ବିଧାୟକ ଧାରଣା ଦେଇଛନ୍ତି ।

Odisha Assembly Winter Session: ଗୃହ ପ୍ରବେଶପଥରୁ ଦିବ୍ୟଶଙ୍କର ମିଶ୍ରଙ୍କୁ ବିରୋଧ

ହାତରେ ପ୍ଲାକାର୍ଡ ଧରି ଧାରଣାରେ ବସିଛନ୍ତି ବିଧାୟକ । ଗୃହକୁ ମନ୍ତ୍ରୀ ପ୍ରବେଶ କଲେ ପବିତ୍ର ଗୃହ ଅପବିତ୍ର ହେବ ବୋଲି କଂଗ୍ରେସ ବିଧାୟକମାନେ କହିଛନ୍ତି । ତେବେ ଏହି ଧାରଣାରେ ବିଧାୟକ ସୁରେଶ ରାଉତରାୟ, ସନ୍ତୋଷ ସିଂ ସାଲୁଜା, ଅଧିରାଜ ପାଣିଗ୍ରାହୀ ତଥା ଅନ୍ୟ ବିଧାୟକ ପ୍ରବେଶ ଦ୍ବାରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଧାନସଭାର ୨ଟି ପ୍ରବେଶ ପଥ ବନ୍ଦ କରିଥିବା ଜଣାପଡିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Dec 1, 2021, 12:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.