ETV Bharat / city

ବିଧାନସଭା ମୌସୁମୀ ଅଧିବେଶନ: ସରକାରଙ୍କ ବିଫଳତା ହେବ ମୁଖ୍ୟ ପ୍ରସଙ୍ଗ - ବିଧାନସଭା ମୌସୁମୀ ଅଧିବେଶନ

ଷୋଡଶ ବିଧାନସଭା ଦଶମ ଅଧିବେଶନର ଆଜି ଠାରୁ ଆରମ୍ଭ ହୋଇଛି ମୌସୁମୀ ଅଧିବେଶନ । ଅଧିବେଶନର ଆଜି ପ୍ରଥମ ଦିନରେ ସରକାର ଆର୍ଥିକ ବର୍ଷ 2022-23 ପାଇଁ ଗୃହରେ ଆଗତ କରିବେ ପୂର୍ଣ୍ଣାଙ୍ଗ ବଜେଟ । ଅଧିକ ପଢନ୍ତୁ

ସରକାରଙ୍କ ବିଫଳ ହେବ ମୁଖ୍ୟ ପ୍ରସଙ୍ଗ
ସରକାରଙ୍କ ବିଫଳ ହେବ ମୁଖ୍ୟ ପ୍ରସଙ୍ଗ
author img

By

Published : Jul 2, 2022, 3:58 PM IST

ଭୁବନେଶ୍ବର: ଷୋଡଶ ବିଧାନସଭା ଦଶମ ଅଧିବେଶନର ଆଜି ଠାରୁ ଆରମ୍ଭ ହୋଇଛି ମୌସୁମୀ ଅଧିବେଶନ । ଅଧିବେଶନର ଆଜି ପ୍ରଥମ ଦିନରେ ସରକାର ଆର୍ଥିକ ବର୍ଷ 2022-23 ପାଇଁ ଗୃହରେ ଆଗତ କରିବେ ପୂର୍ଣ୍ଣାଙ୍ଗ ବଜେଟ ।

ସପଟେ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଆଜି ବିଜେପି ବିଧାୟକ ଦଳ ବୈଠକ ବସିଥିଲା । ଏଥିରେ ଅଧିବେଶନକୁ ନେଇ ଦଳର ରଣନୀତି କଣ ହେବ, କାହାକୁ ଦଳ ପ୍ରସଙ୍ଗ କରିବ ସେନେଇ ବିଜେପି ବିଧାୟକ ଦଳରେ ନିଷ୍ପତି ହୋଇଛି ।

ବୈଠକ ପରେ ବିଧାୟକ ମୋହନ ମାଝୀ କହିଛନ୍ତି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ। ଚାଷୀ, ବିଜୁଳି ସମସ୍ୟା, ଜଳସେଚନ, ହାତୀ ମୃତ୍ୟୁ, ବେକାରୀ, ବେରୋଜଗାରୀନି ଯୁକ୍ତି, ଦାଦନ, ଶିକ୍ଷା ସମସ୍ୟା, ଶିଶୁ ମୃତ୍ୟୁହାର ଗୃହରେ ପ୍ରସଙ୍ଗ କରିବ ବିଜେପି । ଦାରିଦ୍ର୍ୟରେ ଓଡିଶା ତୃତୀୟ । କିନ୍ତୁ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତ କରି ସ୍ୱପ୍ନ ଦେଖାଉଛନ୍ତି। ସେନେଇ ବିଧାନସଭାରେ ପ୍ରଶ୍ନ ଉଠାଇବ ବିରୋଧୀ ଦଳ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.