ETV Bharat / city

Assembly Monsoon Session; ଧୋଇଗଲା ପ୍ରଶ୍ନକାଳ, ଗୃହ ମୁଲତବୀ - ଗୃହ ମୁଲତବୀ

ଯାହା ଆଶଙ୍କା କରାଯାଉଥିଲେ ଶେଷର ତାହା ହେଲା । ଷୋଡଶ ବିଧାନସଭାର ସପ୍ତମ ଅଧିବେଶନର ଦ୍ବିତୀୟ ଦିନର ପ୍ରଶ୍ନକାଳ ଆଜି ଧୋଇଗଲା । ବିରୋଧୀଙ୍କ ହଙ୍ଗାମା ହଟ୍ଟଗୋଳ ଆଗରେ ଗୃହକୁ ଚଳାଇବା ସମ୍ଭବପର ହୋଇନଥିଲା । ଅଧିକ ପଢନ୍ତୁ...

assembly monsoon session
assembly monsoon session
author img

By

Published : Sep 2, 2021, 11:10 AM IST

ଭୁବନେଶ୍ବର: ଯାହା ଆଶଙ୍କା କରାଯାଉଥିଲେ ଶେଷର ତାହା ହେଲା । ଷୋଡଶ ବିଧାନସଭାର ସପ୍ତମ ଅଧିବେଶନର ଦ୍ବିତୀୟ ଦିନର ପ୍ରଶ୍ନକାଳ ଆଜି ଧୋଇଗଲା । ବିରୋଧୀଙ୍କ ହଙ୍ଗାମା ହଟ୍ଟଗୋଳ ଆଗରେ ଗୃହକୁ ଚଳାଇବା ସମ୍ଭବପର ହୋଇନଥିଲା । ଫଳରେ ବାଚସ୍ପତି ଗୃହକୁ ପୂର୍ବାହ୍ନ ୧୧.୩୦ ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ।

ବିଜେପି ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଇନ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ହଟ୍ଟଗୋଳ କରିଥିଲା । କଂଗ୍ରେସ ମଧ୍ୟ ଚାଷୀ ପ୍ରସଙ୍ଗକୁ ମୁଦ୍ଦା କରି ଗୃହର ମଧ୍ୟ ଭାଗକୁ ମାଡି ଆସିଥିଲା । ସେପଟେ ବାଚସ୍ପତିଙ୍କ ବିରୋଧରେ କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର ଆଣିଛନ୍ତି ସ୍ବାଧିକାର ଭଙ୍ଗ ନୋଟିସ ।

ଭୁବନଶ୍ବରରୁ ସଞ୍ଜୀବ ରାୟଙ୍କ ସହ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.