ETV Bharat / city

ଜୟଦେବ ଜେନା ହେଲେ ଆସାମ କଂଗ୍ରେସ ଅବଜର୍ଭର - Jayadev Jena

ବିଧାନସଭା ନିର୍ବାଚନ ପୂର୍ବରୁ ଆସାମ କଂଗ୍ରେସର ଅବଜର୍ଭର ହେଲେ କଂଗ୍ରେସ ନେତା ଜୟଦେବ ଜେନା । ଅଧିକ ପଢନ୍ତୁ...

ଆସାମ କଂଗ୍ରେସ ଅବଜର୍ଭର
ଆସାମ କଂଗ୍ରେସ ଅବଜର୍ଭର
author img

By

Published : Mar 11, 2021, 6:45 AM IST

ଭୁବନେଶ୍ବର: ଓଡିଶାର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ବଡ ଦାୟିତ୍ବ ମିଳିଛି । ଆସାମରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତାଙ୍କୁ କଂଗ୍ରେସ ଅବଜର୍ଭର ନିଯୁକ୍ତ କରିଛି ।

ଜୟଦେବ ଜେନା
ଜୟଦେବ ଜେନା

ତୁରନ୍ତ ଆସାମ ଯାଇ ଦାୟିତ୍ବ ସମ୍ବାଳିବାକୁ ଜୟଦେବଙ୍କୁ ଦଳ ନିର୍ଦ୍ଦେଶ ଦେଇଛି । ଏ ନେଇ ବୁଧବାର ଦଳର ସାଧାରଣ ସମ୍ପାଦକ କେ. ସି ବେଣୁଗୋପାଳ ସୂଚନା ଦେଇଛନ୍ତି । ଜୟଦେବଙ୍କ ସହିତ ମୋହନ ପ୍ରକାଶଙ୍କୁ ମଧ୍ୟ ଦଳ ଅବଜର୍ଭର ନିଯୁକ୍ତ କରିଛି ।

ସୂଚନାଥାଉକି, ଆସାମରେ ମାର୍ଚ୍ଚ 27 ତାରିଖରୁ ନିର୍ବାଚନ ହେବାକୁ ଯାଉଛି । ତିନିଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ମାର୍ଚ୍ଚ 27, ଅପ୍ରେଲ 1 ଓ ଅପ୍ରେଲ 6 ତାରିଖରେ ଭୋଟ ଦେବେ ଜନତା । ମେ 2 ତାରିଖରେ ଭୋଟ ଗଣତି ହେବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.