ETV Bharat / city

ଆଲୋକିତ ହେବ କଳ୍ପନାରୁ-ବରଗଡ ରାସ୍ତା - କଳ୍ପନାରୁ ବରଗଡ ଆଲୋକୀକରଣର ଉଦଘାଟନ

କଳ୍ପନା ଛକରୁ ବରଗଡ଼ ଛକ ପର୍ଯ୍ୟନ୍ତ ଚାରି ଥାକିଆ ରାସ୍ତା ଓ ଆଲୋକୀକରଣର ଶୁଭ ଉଦଘାଟନ କରାଯାଇଛି । ଏକାମ୍ର ନିର୍ବାଚନ ମଣ୍ଡଳୀର ବିକାଶ ଫର୍ଦ୍ଦରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇଯାଇଛି । ଅଧିକ ପଢନ୍ତୁ...

କଳ୍ପନାରୁ ବରଗଡ ଆଲୋକୀକରଣର ଉଦଘାଟନ କଲେ ପର୍ଯ୍ୟଟନ ମନ୍ତ୍ରୀ

author img

By

Published : Mar 20, 2021, 11:55 AM IST

ଭୁବନେଶ୍ବର:ଏକାମ୍ର ନିର୍ବାଚନ ମଣ୍ଡଳୀର ବିକାଶ ଫର୍ଦ୍ଦରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇଯାଇଛି । କଳ୍ପନା ଛକରୁ ବରଗଡ଼ ଛକ ପର୍ଯ୍ୟନ୍ତ ଚାରି ଥାକିଆ ରାସ୍ତା ଓ ଆଲୋକୀକରଣର ଶୁଭ ଉଦଘାଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ପ୍ରଫୁଲ ମଲିକ ବିଧାୟକ ସୁଶାନ୍ତ ରାଉତ ଉପସ୍ଥିତ ରହି ଆଲୋକୀକରଣର ଲୋକାର୍ପଣ କରିଥିଲେ ।

କଳ୍ପନାରୁ ବରଗଡ ଆଲୋକୀକରଣର ଉଦଘାଟନ କଲେ ପର୍ଯ୍ୟଟନ ମନ୍ତ୍ରୀ

ଏହି ଅବସରରେ ମନ୍ତ୍ରୀ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ସର୍ବଦା ଲୋକଙ୍କ ମୌଳିକ ସୁବିଧା ଓ ବିକାଶକୁ ଗୁରୁତ୍ୱ ଦେଇଆସୁଛନ୍ତି । ଏହି କ୍ରମରେ ଏହି କାର୍ଯ୍ୟ ସମ୍ପାଦିତ ହୋଇଛି । ଆଗକୁ ମଧ୍ୟ ବିକାଶ ଧାରା ଜାରିରହିବ ’। ଏହାସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ ଦେଇଥିଲେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.