ETV Bharat / city

ନବୀନଙ୍କ ଜନ୍ମଦିନରେ କୁଷ୍ଠ ରୋଗୀଙ୍କୁ ଫଳ ବାଣ୍ଟିଲେ ମନ୍ତ୍ରୀ ଅଶୋକ

author img

By

Published : Oct 16, 2019, 12:27 PM IST

Updated : Oct 16, 2019, 1:05 PM IST

ଓଡ଼ିଶାର ଲୋକପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ଏହି ଅବସରରେ କୁଷ୍ଠ ରୋଗୀଙ୍କୁ ଫଳ ବାଣ୍ଟିଛନ୍ତି ରାଜ୍ୟ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ।

କୁଷ୍ଠ ରୋଗୀଙ୍କୁ ଫଳ ବାଣ୍ଟିଲେ ମନ୍ତ୍ରୀ ଅଶୋକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଉପଲକ୍ଷେ ବିଜେଡି ନେତାଙ୍କ ଫଳ ବଣ୍ଟନ । କୁଷ୍ଠ ରୋଗୀଙ୍କୁ ଫଳ ବଣ୍ଟିଲେ ବିଜେଡି ନେତା ଅଶୋକ ଚନ୍ଦ୍ର ପଣ୍ଡା । ଏକାମ୍ର ନିର୍ବାଚନ ମଣ୍ଡଳୀରେ କୁଷ୍ଠ ରୋଗାଗ୍ରସ୍ତ ରୋଗୀଙ୍କ ଭେଟି ଫଳ ବାଣ୍ଟିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୪ ବର୍ଷରେ ପଦାର୍ପଣ କରିଛନ୍ତି । କିନ୍ତୁ 'ଫନି’ ରେ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ସେ ଏ ବର୍ଷ ଜନ୍ମ ଦିନ ନ ପାଳିବାକୁ ନିଷ୍ପତ୍ତି ନେଇଛନ୍ତି ଘୋଷଣା କରିଥିଲେ ନବୀନ ।

ସେପଟେ, କିନ୍ତୁ ଦଳୀୟ ନେତା, ମନ୍ତ୍ରୀ ଓ କର୍ମୀମାନେ ଜନ୍ମଦିନ ପାଳନ କରିବାକୁ ଇଚ୍ଛା ପ୍ରକାଶ କରିଥିବାଳେ ଗରୀବ ଓ ଅସହାୟମାନଙ୍କ ସହ ସମୟ ବିତାଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଯାହାକୁ ନେଇ ଆଜି ସକାଳେ ରାଜ୍ୟ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ଫଳ ବାଣ୍ଟିଥିବାର ଦେଖିବାକୁ ମିଳିଥିଲା । ଏଥିସହ ସୋସିଆଲ ମିଡିଆରେ ମଧ୍ୟ ନବୀନଙ୍କୁ ହେଭିୱେଟ ନେତାଙ୍କ ଶୁଭେଚ୍ଛା ଛୁଟିବାରେ ଲାଗିଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ଉପଲକ୍ଷେ ବିଜେଡି ନେତା ତଥା ମନ୍ତ୍ରୀ ଅଶୋକ ପଣ୍ଡା
କୁଷ୍ଠ ରୋଗାଗ୍ରସ୍ତ ବ୍ୟକ୍ତବିଶେଷଙ୍କ ଗହଣରେ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଫଳ ବଣ୍ଟନ କରିଛନ୍ତି ।ଆଜି ସଖାକୁ ମନ୍ତ୍ରୀ ଏକାମ୍ର ନିର୍ବାଚନ ମଣ୍ଡଳୀ ରେ କୁଷ୍ଠ ରୋଗାଗସ୍ତ ବ୍ୟକ୍ତି ମାନଙ୍କୁ ଭେଟି ଫଳ ବାଣ୍ଟିଛନ୍ତି ।

Body:ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୪ ବର୍ଷ ରେ ପଦାର୍ପଣ କରିଛନ୍ତି ।କିନ୍ତୁ ଫୋନି’ ରେ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ସେ ଏ ବର୍ଷ ଜନ୍ମ ଦିନ ନ ପାଳିବାକୁ ନିଷ୍ପତ୍ତି ନେଇଥିବା ନବୀନ କହିଥିଲେ । Conclusion:କିନ୍ତୁ ନେତା, ମନ୍ତ୍ରୀ ଓ କର୍ମୀମାନେ ଜନ୍ମ ଦିନ ପାଳନ କରିବାକୁ ଚାହୁଁଛନ୍ତି ତେବେ ଅସହାୟମାନଙ୍କ ସହିତ ସମୟ ବିତାନ୍ତୁ ବୋଲି ପରାମର୍ଶ ଦେଇଥିଲେ
Last Updated : Oct 16, 2019, 1:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.