ETV Bharat / city

ଆଶୀର୍ବାଦ ଅସୁସ୍ଥ, ଜେଲରୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତରିତ

author img

By

Published : Sep 23, 2019, 11:08 PM IST

Updated : Sep 23, 2019, 11:34 PM IST

ଅର୍ଥତତ୍ବ ଚିଟଫଣ୍ଡ ଲିଙ୍କରେ ଗିରଫ ହୋଇଥିବା ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା ଅସୁସ୍ଥ । ତାଙ୍କୁ ଝାରପଡା ଜେଲରୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଭୁବନେଶ୍ବର: ଓଡିଶା କ୍ରିକେଟ ଆସୋସିଏସନ (ଓସିଏ)ର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା ଅସୁସ୍ଥ । ଫଳରେ ତାଙ୍କୁ ଝାରପଡା ଜେଲରୁ କ୍ୟାପିଟାଲ ହସ୍ପିଟାଲରେ ନିଆଯାଇଛି । ତେବେ ଆଶୀର୍ବାଦ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଓସିଏ ନିର୍ବାଚନର ରୂପରେଖ ନୂଆ ମୋଡ ନେବ ବୋଲି ଚର୍ଚ୍ଚା ହେଉଛି ।

ତେବେ ଆଶୀର୍ବାଦଙ୍କ ଅଣ୍ଟା ଓ ଆଣ୍ଠୁ ସହ ଉଚ୍ଚ ରକ୍ତଚାପ ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । କ୍ୟାପିଟାଲ ହସ୍ପିଟାଲର ୧୬ ନମ୍ବର କେବିନରେ ଅବଜରଭେସନରେ ତାଙ୍କୁ ରଖାଯାଇଛି । ତେବେ ଆବଶ୍ୟକ ପଡିଲେ ତାଙ୍କୁ କଟକ ସ୍ଥାନାନ୍ତର କରାଯିବାର ସୂଚନା ରହିଛି ।

ତେବେ ଆଶୀର୍ବାଦ ବେହେରା ଅର୍ଥତତ୍ବ ଚିଟଫଣ୍ଡ ଲିଙ୍କରେ ସିବିଆଇ ଦ୍ବାରା ଗିରଫ ହୋଇଥିଲେ । ପରେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଅସୁସ୍ଥ ଆଶିର୍ବାଦ,ଜେଲରୁ ମେଡିକାଲକୁ ସ୍ଥାନାନ୍ତରBody:

ଅସୁସ୍ଥ ହେଲେ ପୁର୍ବତନ ଓସିଏ ସମ୍ପାଦକ ଆଶିର୍ବାଦ ବେହେରା।ଜେଲରେ ଅସୁସ୍ଥତା ଯୋଗୁଁ ଜେଲ ହସପିଟାଲରୁ କ୍ଯାପିଟାଲ ହସପିଟାଲକୁ ଅଣାଯାଇଛି।ଅଣ୍ଟା ଓ ଆଣ୍ଠୁ ସହ ହାଇ ବିପି,ଅନ୍ଯାନ୍ଯ ରୋଗ ଯୋଗୁ ତାଙ୍କୁ କ୍ଯାପିଟାଲ ହସପିଟାଲର ୧୬ନମ୍ବର କେବିନରେ ଅବଜରଭେସନରେ ରଖାଯାଇଛି।ତେବେ ଆବଶ୍ଯକ ପଡିଲେ କଟକ ସ୍ଥାନାନ୍ତର ହେବାର ସୁଚନା ରହିଛି।ତେବେ ଆଶିର୍ବାଦ ବେହେରା ୋଏଟି ଚିଟଫଣ୍ଡ ଲିଙ୍କରେ ଗିରଫ ହୋଇଥିଲେ।ପରେ ତାଙ୍କ ବେଲ ନାମାଂଜୁର ହେବାରୁ ବିଚାରବିଭାଗିୟ ହାଜତରେ ଝାରପଡା ଜେଲରେ ରହିଥିଲେ।
Conclusion:
Last Updated : Sep 23, 2019, 11:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.