ETV Bharat / city

ଅଗଷ୍ଟ 21ରୁ ଯୁକ୍ତଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ - Plus 2 admission

ଅଗଷ୍ଟ 21 ତାରିଖରୁ ଯୁକ୍ତଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଅଧିକ ପଢନ୍ତୁ...

ଅଗଷ୍ଟ 21ରୁ ଯୁକ୍ତଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ

author img

By

Published : Aug 12, 2020, 2:03 PM IST

ଭୁବନେଶ୍ବର: ଅଗଷ୍ଟ 21 ତାରିଖରୁ ଯୁକ୍ତଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ସାମ୍ସ ସେଣ୍ଟର ଜରିଆରେ ଅନଲାଇନରେ ଆବେଦନ କରିହେବ । ଅଗଷ୍ଟ 21 ତାରିଖରୁ ସେପ୍ଟେମ୍ବର 4 ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି ।

ଅଗଷ୍ଟ 21ରୁ ଯୁକ୍ତଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ

ସେହିପରି ଚଳିତ ଥର ଆବେଦନ ଫି କମାଯାଇଛି । ଫିରେ 100 ଟଙ୍କା ହ୍ରାସ କରାଯାଇଛି । ଫଳରେ ଏବର୍ଷ ସାଧାରଣବର୍ଗ ପିଲାମାନେ 200 ଟଙ୍କା ଓ SC/ST ପିଲାଙ୍କ ପାଇଁ ଆବେଦନ ଫି 100 ଟଙ୍କା ରହିଛି ।

ତେବେ ସେପ୍ଟେମ୍ବର 9 ତାରିଖରେ ମେରିଟ୍‌ ଲିଷ୍ଟ୍‌ ପ୍ରକାଶ ପାଇବ ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.