ETV Bharat / city

ସ୍ବର ମିଳାଇଲେ ଅପରାଜିତା

author img

By

Published : Jun 21, 2021, 8:46 PM IST

ମାଷ୍ଟରକ୍ୟାଣ୍ଟିନ ଛକରୁ ଘୋଡା ଓ ଯୋଦ୍ଧା ସ୍ଥାନାନ୍ତରକୁ ନେଇ ମୁଁହ ଖୋଲିଲେ ଅପରାଜିତା। ଭାରତୀୟ ଜନତା ପାର୍ଟିର ଆଭିମୁଖ୍ୟ ସହ ସ୍ବର ମିଳାଇଲେ। କହିଲେ ଘୋଡା ସ୍ଥାନାନ୍ତର ନେଇ ବିଜେପିର ଦାବି ଯାହା ମୁଁ ତାକୁ ସମର୍ଥନ କରୁଛି । ଅଧିକ ପଢନ୍ତୁ...

ସ୍ବର ମିଳାଇଲେ ଅପରାଜିତା
ସ୍ବର ମିଳାଇଲେ ଅପରାଜିତା

ଭୁବନେଶ୍ବର: ମାଷ୍ଟର କ୍ୟାଣ୍ଟିନ ଛକରୁ ଘୋଡା ଓ ଯୋଦ୍ଧା ସ୍ଥାନାନ୍ତରକୁ ନେଇ ମୁହଁ ଖୋଲିଲେ ଅପରାଜିତା । ଭାରତୀୟ ଜନତା ପାର୍ଟିର ଆଭିମୁଖ୍ୟ ସହ ସ୍ବର ମିଳାଇଲେ । କହିଲେ ଘୋଡା ସ୍ଥାନାନ୍ତର ନେଇ ବିଜେପିର ଦାବି ଯାହା ମୁଁ ତାକୁ ସମର୍ଥନ କରୁଛି।

ସହରର ଉନ୍ନୟନକୁ ଗୁରୁତ୍ବ ଦିଆଯିବା କଥା । ସ୍ମାର୍ଟସିଟିର ବିକାଶ ଧାରାରେ ଘୋଡା ଅନ୍ତରାୟ ସୃଷ୍ଟି କରୁଥିବାରୁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଘୋଡା ସ୍ଥାନାନ୍ତରକୁ ନେଇ ଗ୍ରୀନ ସିଗନାଲ ମିଳିଲା ପରେ ସ୍ମାର୍ଟସିଟି ଓ ବିଡିଏ ପକ୍ଷରୁ ଘୋଡା ସ୍ଥାନାନ୍ତରକୁ ନେଇ ବିରୋଧ କରି ବିରୋଧୀ ଅଡ଼ି ବସିଛନ୍ତି।

ସ୍ଥାନାନ୍ତରକୁ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବାବେଳେ ବିଜେପି ମଧ୍ୟ ଏହାକୁ ଦୃଢ଼ ବିରୋଧ କରିଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ସ୍ଥାନାନ୍ତର ବିଷୟରେ ପୁନର୍ବାର ଚିନ୍ତା କରିବାକୁ ଅନୁରୋଧ କରିଥିଲେ। ଏନେଇ ସୋମବାର ନିଜର ପ୍ରତିକ୍ରିୟା ଦେଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.