ETV Bharat / city

ବାବୁସାନ-ପତ୍ନୀ ହାଇଡ୍ରାମା: ବୋହୂ ତୃପ୍ତିଙ୍କ ଘରେ ପହଞ୍ଚିଲେ ଅପରାଜିତା - ଷ୍ଟାର ଦମ୍ପତିଙ୍କ କଳି ମାମଲା

ରାସ୍ତା ଉପରେ ଷ୍ଟାର ଦମ୍ପତିଙ୍କ କଳି ମାମଲା । ତୃପ୍ତିଙ୍କ ଘରେ ପହଞ୍ଚିଲେ ବାବୁଶାନଙ୍କ ମାଆ ଅପରାଜିତା ମହାନ୍ତି ।ଆଗ ନାତି ଓ ବୋହୂକୁ ଦେଖିବି ତା’ପରେ ଯାହା କହିବି ବୋଲି କହିଛନ୍ତି ଅପରାଜିତା ।

ଷ୍ଟାର ଦମ୍ପତିଙ୍କ କଳି ମାମଲା :ତୃପ୍ତିଙ୍କ ଘରେ ପହଞ୍ଚିଲେ ଅପରାଜିତା

author img

By

Published : Jul 23, 2022, 6:03 PM IST

ଭୁବନେଶ୍ବର : ରାସ୍ତା ଉପରେ ଷ୍ଟାର ଦମ୍ପତିଙ୍କ କଳି ମାମଲା । ତୃପ୍ତିଙ୍କ ଘରେ ପହଞ୍ଚିଲେ ବାବୁଶାନଙ୍କ ମାଆ ଅପରାଜିତା ମହାନ୍ତି । ଏନେଇ ଗଣମାଧ୍ୟରେ ଆଗରେ ସଠିକ ଢଙ୍ଗରେ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ରଖି ନାହାଁନ୍ତି । ନାତିକୁ ଦେଖିବା ପରେ ସବୁ କହିବି । ତୃପ୍ତିଙ୍କୁ ଭେଟିବା ପରେ ଘଟଣା ସମ୍ପର୍କରେ ଗଣମାଧ୍ୟମ ଆଗରେ ନିଜେ ସ୍ପଷ୍ଟ ପ୍ରତିକ୍ରିୟା ରଖିବି ବୋଲି କହିଛନ୍ତି ଅପରାଜିତା ।

ଷ୍ଟାର ଦମ୍ପତିଙ୍କ କଳି ମାମଲା :ତୃପ୍ତିଙ୍କ ଘରେ ପହଞ୍ଚିଲେ ଅପରାଜିତା

ଏହାବି ପଢନ୍ତୁ: ଅଭିନେତ୍ରୀ ପ୍ରକୃତିଙ୍କୁ ମାଡ ମାରିଲେ ଚକଲେଟ ବୟଙ୍କ ପତ୍ନୀ ! ଥାନାରେ ମାମଲା

ଆଜି ସୋସିଆଲ ମିଡିଆରେ ଏଭଳି କିଛି ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଅଭିନେତ୍ରୀ ପ୍ରକୃତିଙ୍କ ସହ ବାବୁସାନଙ୍କୁ ପିଟୁଥିଲେ ତାଙ୍କ ପତ୍ନୀ ତୃପ୍ତି । ସର୍ବସମ୍ମୁଖରେ ପ୍ରକୃତିଙ୍କ ଚୁଟି ଟାଣି ଗାଡିରୁ ଘୋଷାଡି ଆଣିବା ସହ ଠେଲାପେଲା କରିଥିଲେ ବାବୁଶାନଙ୍କ ପତ୍ନୀ । ଏ ଷ୍ଟାର କଳି ଏବେ ରାଜରାସ୍ତାରୁ ଯାଇ ଥାନାରେ ପହଞ୍ଚିଛି । ପ୍ରକୃତିଙ୍କ ପରିବାର ପକ୍ଷରୁ ମଧ୍ୟ ଥାନାରେ ଏତଲା ହୋଇଛି । ଏହାସହ ଘଟଣାର ତଦନ୍ତ ଆରମ୍ଭ କରିଛି କମିଶନରେଟ ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.