ETV Bharat / city

ଲୋକସେବା ଭବନରେ ପହଞ୍ଚିଲେ ଓଡିଶା-ଆନ୍ଧ୍ର ମୁଖ୍ୟମନ୍ତ୍ରୀ; ନବୀନ-ଜଗନ ଆଲୋଚନା ଆରମ୍ଭ

author img

By

Published : Nov 9, 2021, 4:46 PM IST

Updated : Nov 9, 2021, 6:13 PM IST

ଭୁବନେଶ୍ବରରେ ପହଞ୍ଚିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ଅଧିକ ପଢନ୍ତୁ...

AP Cm Y S Jagan mohan ready reached in bhubaneswar
ଭୁବନେଶ୍ବରରେ ପହଞ୍ଚିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ବିମାନବନ୍ଦରରେ ପହଞ୍ଚିବା ପରେ କଡା ସୁରକ୍ଷା ବଳୟ ମଧ୍ୟରେ ରାଜ୍ୟ ଅତିଥି ଭବନରେ ପହଞ୍ଚିଛନ୍ତି ଜଗନମୋହନ । ଜଗନଙ୍କ ସହ ଆନ୍ଧ୍ରର ବହୁ ଅଧିକାରୀ ଭୁବନେଶ୍ବରରେ ପହଞ୍ଚିଛନ୍ତି । ଓଡିଶା ମୁଖ୍ୟମନ୍ତ୍ରୀ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଲୋକସେବା ଭବନରେ ଚାଲିଛି ଆଲୋଚନା । ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବ ଆଲୋଚନାରେ ସାମିଲ ।

ଭୁବନେଶ୍ବରରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ, ସନ୍ଧ୍ୟାରେ ନବୀନ-ଜଗନ ଆଲୋଚନା
ଲୋକସେବା ଭବନରେ ପହଞ୍ଚିଲେ ଓଡିଶା-ଆନ୍ଧ୍ର ମୁଖ୍ୟମନ୍ତ୍ରୀ; ନବୀନ-ଜଗନ ଆଲୋଚନା ଆରମ୍ଭ

ଜଗନମୋହନଙ୍କୁ ସ୍ବାଗତ କଲେ ରାଜ୍ୟ ଉନ୍ନୟନ କମିଶନର ପିକେ ଜେନା ଏବଂ ପଞ୍ଚାୟତରାଜ ବିଭାଗ ସଚିବ । ଏଠାରେ କିଛି ସମୟ ବିଶ୍ରାମ ନେବା ପରେ ପାଖାପାଖି 5.40 ମିନିଟରେ ଲୋକସେବା ଭବନ ଅଭିମୁଖେ ବାହାରିବେ ଜଗନ ଆଣ୍ଡ ଟିମ୍ ।

ଲୋକସେବା ଭବନରେ ପହଞ୍ଚିଲେ ନବୀନ-ଜଗନ

ଲୋକସେବା ଭବନରେ ପହଞ୍ଚିଲେ ଦୁଇ ମୁଖ୍ୟମନ୍ତ୍ରୀ

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀ। ଉଭୟ ରାଜ୍ୟର ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ । ବିଶେଷ କରି ଏହି ବୈଠକରେ ଦୁଇ ରାଜ୍ୟ ମଧ୍ୟରେ ଦୀର୍ଘ ଦିନରୁ ରହିଥିବା ସମସ୍ୟା ନେରେଡି ବ୍ୟାରେଜ,ପୋଲାଭୋରମ ଡ୍ୟାମ, କୋଟିଆ ସୀମା ବିବାଦ ସମ୍ପର୍କରେ ଆଲୋଚନା କରାଯିବା ସମ୍ଭାବନା ରହିଛି।

AP Cm Y S Jagan mohan ready reached in bhubaneswar
ଲୋକସେବା ଭବନରେ ପହଞ୍ଚିଲେ ଓଡିଶା-ଆନ୍ଧ୍ର ମୁଖ୍ୟମନ୍ତ୍ରୀ; ନବୀନ-ଜଗନ ଆଲୋଚନା ଆରମ୍ଭ
AP Cm Y S Jagan mohan ready reached in bhubaneswar
ଲୋକସେବା ଭବନରେ ପହଞ୍ଚିଲେ ଓଡିଶା-ଆନ୍ଧ୍ର ମୁଖ୍ୟମନ୍ତ୍ରୀ; ନବୀନ-ଜଗନ ଆଲୋଚନା ଆରମ୍ଭ

ଲୋକସେବା ଭବନରେ ବୈଠକ ଆରମ୍ଭ

ଆନ୍ଧ୍ର ପ୍ରଦେଶ ଓ ଓଡିଶା ମଧ୍ୟରେ ବୈଠକ ଆରମ୍ଭ । ଲୋକସେବା ଭବନରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀ ମଧ୍ୟରେ ଆଲୋଚନା ହେଉଛି । ମୁଖ୍ୟ ଶାସନ ସଚିବ, ଜଳସମ୍ପଦ ସଚିବ, ଉନ୍ନୟନ କମିସନର ସହିତ ଆନ୍ଧ୍ର ଅଧିକାରୀ ମଧ୍ୟ ବୈଠକରେ ଉପସ୍ଥିତ ଅଛନ୍ତି ।

ବିଶେଷ କରି ଏହି ବୈଠକରେ ଦୁଇ ରାଜ୍ୟ ମଧ୍ୟରେ ଦୀର୍ଘ ଦିନରୁ ରହିଥିବା ସମସ୍ୟା ନେରେଡି ବ୍ୟାରେଜ,ପୋଲାଭରମ ଡ୍ୟାମ, ଝଞ୍ଜାବତୀ ପ୍ରକଳ୍ପ, କୋଟିଆ ସୀମା ବିବାଦ ସମ୍ପର୍କରେ ଆଲୋଚନା କରାଯିବା ସମ୍ଭାବନା ରହିଛି।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ତାପସ ପରିଡା, ବିକାଶ ଦାସ, ମନୋରଞ୍ଜନ ଶଙ୍ଖୁଆ, ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Nov 9, 2021, 6:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.