ETV Bharat / city

ନନ୍ଦନକାନନକୁ ଶନିଦଶା, 3 ଦିନରେ 2 ଅନାକୋଣ୍ଡା ମୃତ

author img

By

Published : Nov 30, 2019, 1:16 PM IST

ଚେନ୍ନାଇରୁ ଆସିଥିବା 8ଟି ଆନାକୋଣ୍ଡା ମଧ୍ୟରୁ ଦୁଇଟିର ମୃତ୍ୟୁ ଘଟିଛି । ଆଉ 3ଟି ଅସୁସ୍ଥ ରହିଛନ୍ତି । ଅଧିକ ପଢନ୍ତୁ...

ନନ୍ଦନକନାନାକୁ ଶନିଦଶା, ତିନି ଦିନରେ ଦୁଇ ଅନାକୋଣ୍ଡା ମୃତ
ନନ୍ଦନକନାନାକୁ ଶନିଦଶା, ତିନି ଦିନରେ ଦୁଇ ଅନାକୋଣ୍ଡା ମୃତ

ଭୁବନେଶ୍ବର: ନନ୍ଦନକାନନକୁ ଛାଡ଼ୁନି ଶନି ଦଶା । ଚେନ୍ନାଇରୁ ଆସିଥିବା 8ଟି ଆନାକୋଣ୍ଡା ମଧ୍ୟରୁ 2ଟିର ମୃତ୍ୟୁ ଘଟିଛି । ଆଉ 3ଟି ଅସୁସ୍ଥ ଅଛନ୍ତି । ରାଜ୍ୟର ଏହି ଚିଡିଆଖାନାରେ କିଛି ଦିନ ପୂର୍ବରୁ ଏକ ହାତୀର ମୃତ୍ୟୁ ଘଟିଥିବା ଘଟଣା ସାମ୍ନାକୁ ଆସିଥିଲା । ଆଉ ଏବେ ଆନାକୋଣ୍ଡା ମୃତ୍ୟୁ ଘଟିଛି ।

କିଛି ଦିନ ତଳେ ଚେନ୍ନାଇରୁ ନନ୍ଦନକାନନକୁ 8ଟି ଅନାକୋଣ୍ଡା ଆସିଥିଲେ । ସେଥିମଧ୍ୟରୁ ଗତ ଗୁରୁବାର ଗୋଟିଏ ଆନାକୋଣ୍ଡାର ମୃତ୍ୟୁ ଘଟିଥିଲା । ସେହିପରି ଶନିବାର ସକାଳ ସମୟରେ ଆଉ ଏକ ଆନାକୋଣ୍ଡା ପ୍ରାଣ ହରାଇଥିବା ନେଇ ଖୁଆଡ ସଫା କରୁଥିବା ସମୟରେ ଜାଣିବାକୁ ପାଇଥିଲେ ବିଭାଗୀୟ କର୍ମଚାରୀ ।

ନନ୍ଦନକନାନାକୁ ଶନିଦଶା, ତିନି ଦିନରେ ଦୁଇ ଅନାକୋଣ୍ଡା ମୃତ

ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ପାଲଟିଥିଲା ଆନାକୋଣ୍ଡା । ହେଲେ ବର୍ତ୍ତମାନ ସେମାନଙ୍କର ମୃତ୍ୟୁକୁ ନେଇ ଚିନ୍ତାରେ ପଡିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ, ଏନେଇ ଜାଣିବା ପାଇଁ ଚେନ୍ନାଇରୁ ଏକ ସ୍ବତନ୍ତ୍ର ଟିମ ନନ୍ଦ ନନ୍ଦନକାନନ ଆସୁଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:
ନନ୍ଦନକନାନାକୁ ଘାରିଛି ଶନିଦଶା, ତିନି ଦିନ ଦୁଇ ଅନାକୋଣ୍ଡା ମୃତ୍ୟୁ।

ନନ୍ଦନକନାନାକୁ ଛାଡ଼ୁନି ଶନି ଦଶା। ଚେନ୍ନାଇରୁ ଆସିଥିବା ୮ ଟି ଆନାକୋଣ୍ଡା ମଧରୁ ଦୁଇଟିର ମୃତ୍ୟୁ ହୋଇଛି। ଏବଂ ୩ ଟି ଅସୁସ୍ଥ ରହିଛନ୍ତି। ସେମାନଙ୍କର ଚିକିତ୍ସା ଆରମ୍ଭ ହୋଇଛି। ମୃତ୍ୟୁର କାରଣ ଜଣାପଡିନାହିଁ।

Body:
କିଛି ଦିନ ତଳର ହାତୀ ମୃତ୍ୟୁ ର ରହସ୍ୟ ମନରୁ ଲିଭିନଥିବା ବେଳେ ଏବେ ଆଉ ଗୋଟେ ଘଟଣା ଆଗକୁ ଆସିଛି। କିଛି ଦିନ ତଳେ ଚେନ୍ନାଇରୁ 8 ଟି ଅନାକୋଣ୍ଡା ଆସିଥିବା ବେଳେ ସେଥିମଧ୍ୟରୁ ୨ ଟିର ମୃତ୍ୟୁ ଘଟିଛି। ଏବଂ 3 ଟି ସମ୍ପୂର୍ଣ ରୂପେ ଅସୁସ୍ଥ ରହିଛନ୍ତି। ଏହାକୁ ନେଇ ନନ୍ଦନକାନନ କତ୍ତୃପକ୍ଷ ଚିନ୍ତାରେ ରହିଲେଣି। ଶନିବାର ସକାଳ ସମୟରେ ଏକ ଆନାକୋଣ୍ଡା ମୃତ୍ୟୁବରଣ କରିଥିବା ନେଇ ଖୁଆଡ ସଫା କରୁଥିବା ସମୟରେ ଜାଣିବାକୁ ପାଇଥିଲେ ନନ୍ଦନକାନନ କର୍ମଚାରୀ। ତେବେ ନନ୍ଦନକାନନ ରେ ଆନାକୋଣ୍ଡା ପାଇଁ ପର୍ଯ୍ୟଟକ ମାନନକରେ ଏକ ଆକର୍ଷଣ ପଲଟିଥିବା ବେଳେ ଗୋଟେ ପରେ ଗୋଟେ ଆନାକୋଣ୍ଡା ର ମୃତ୍ୟୁ କୁ ନେଇ ଚିନ୍ତାରେ ପଡିଛନ୍ତି ନନ୍ଦନକାନନ କତ୍ତୃପକ୍ଷ। ତେବେ ଅନାକୋଣ୍ଡା ର କିଭଳି ମୃତ୍ୟୁ ହେଲା । କାହିଁକି ହେଲା ସେନେଇ ଚେନ୍ନାଇ ରୁ ଏକ ସ୍ୱତନ୍ତ୍ର ଟିମ ନନ୍ଦ ନନ୍ଦନକାନନ ଆସୁଛନ୍ତି। ଯାହା ଅନ୍ୟ 6 ଟି ଆନାକୋଣ୍ଡା ର ସ୍ଵାସ୍ଥ୍ୟ ଅବସ୍ଥା ପରୀକ୍ଷା କରିବା ସହ ସୁରକ୍ଷିତ ଭାବରେ କିଭଳି ରହିପାରିବେ ସେନେଇ ପଦକ୍ଷପ ନେବା ନନ୍ଦନକାନନ କତ୍ତୃପକ୍ଷ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.