ETV Bharat / city

24 ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ ଆଉ 8665 କୋରୋନା ଆକ୍ରାନ୍ତ - 8665 କୋରୋନା ଆକ୍ରାନ୍ତ

କୋଭିଡରେ ଆକ୍ରାନ୍ତ ହାେଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାରତ ଆକ୍ରାନ୍ତଙ୍କ ମଧ୍ୟରୁ ଆଉ 8665 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ଅଧିକ ପଢନ୍ତୁ...

24 ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ ଆଉ 8665 କୋରୋନା ଆକ୍ରାନ୍ତ

author img

By

Published : May 13, 2021, 9:56 PM IST

ଭୁବନେଶ୍ବର: ଦିନକରେ ରାଜ୍ୟରୁ ସୁସ୍ଥ ହୋଇଛନ୍ତି 8 ହଜାର 665 କୋରୋନା ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 1146 ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡ଼ରୁ 628 ସୁସ୍ଥ ହୋଇଛନ୍ତି ।

24 ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ ଆଉ 8665 କୋରୋନା ଆକ୍ରାନ୍ତ
24 ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ ଆଉ 8665 କୋରୋନା ଆକ୍ରାନ୍ତ

ଦିନକରେ ରାଜ୍ୟରୁ ସୁସ୍ଥ ହେଲେ ଆଉ 8665 କୋରୋନା ଆକ୍ରାନ୍ତ । ସେହିପରି ଭାବେ ଅନୁଗୋଳରୁ 528 ଜଣ, ଝାରସୁଗୁଡାରୁ 458, କଟକରୁ 444, ପୁରୀରୁ 434, ନୂଆପଡାରୁ 404, ସମ୍ବଲପୁରରୁ 381, 368, ବରଗଡ଼ 363, ବଲାଙ୍ଗୀରରୁ 324, ନବରଙ୍ଗପୁରରୁ 318, ବାଲେଶ୍ବରରୁ 301, ଗଞ୍ଜାମରୁ 290, ଯାଜପୁରରୁ 274, ମୟୂରଭଞ୍ଜରୁ 243, କଳାହାଣ୍ଡିରୁ 235, ନୟାଗଡ଼ରୁ 206, ବୌଦ୍ଧରୁ 199, ଜଗତସିଂହପୁରରୁ 172, କେନ୍ଦୁଝରରୁ 167, ସୁବର୍ଣ୍ଣପୁରରୁ 140, ରାୟଗଡାରୁ 132, କେନ୍ଦ୍ରାପଡାରୁ 120, କୋରାପୁଟରୁ 119, ଗଜପତିରୁ 109, ମାଲକାନଗିରିରୁ 72, ଦେବଗଡ଼ରୁ 67, ଭଦ୍ରକରୁ 63, ଢେଙ୍କାନାଳରୁ 47, କନ୍ଧମାଳରୁ 43 ଏବଂ ଷ୍ଟେଟ ପୋଲ 238 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ତେବେ ଆଜିର ସୁସ୍ଥଙ୍କୁ ମିଶାଇ ମୋଟ 4 ଲକ୍ଷ 82 ହଜାର 345 ଜଣ କୋରୋନାରୁ ସଂପୂର୍ଣ୍ଣ ରୂପେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.