ETV Bharat / city

ରାଜ୍ୟରେ ଆଉ 73 କୋରୋନା ଆକ୍ରାନ୍ତ ସୁସ୍ଥ, ସଂଖ୍ୟା 3 ହଜାର ପାର୍

author img

By

Published : Jun 17, 2020, 5:05 PM IST

ରାଜ୍ୟରେ ବୁଧବାର ଆଉ 73 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି 73 ଜଣଙ୍କୁ ମିଶାଇ ରାଜ୍ୟରେ 3 ହଜାର ପାର୍ କଲା ସୁସ୍ଥ ସଂଖ୍ୟା ।

ରାଜ୍ୟରେ ଆଉ 73 କୋରୋନା ଆକ୍ରାନ୍ତ ସୁସ୍ଥ, ସୁସ୍ଥ ସଂଖ୍ୟା 3 ହଜାର ପାର୍

ଭୁବନେଶ୍ବର: ରାଜ୍ୟ ପାଇଁ ଆଶ୍ବସ୍ତିକର ଖବର । ପୁଣି ସୁସ୍ଥ ହେଲେ 73 କୋରୋନା ଆକ୍ରାନ୍ତ । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କନ୍ଧମାଳ ଜିଲ୍ଲାରେ ସର୍ବାଧିକ 14 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି କେନ୍ଦୁଝରରୁ 11, ଖୋର୍ଦ୍ଧାରୁ 10, ଭଦ୍ରକରୁ 9, ଯାଜପୁରରୁ 7, ମୟୂରଭଞ୍ଜରୁ 6, ଗଞ୍ଜାମରୁ 4, କଟକରୁ 3 ଜଣ ସୁସ୍ଥ ହୋଇଥିବା ବେଳେ ବାଲେଶ୍ବର, ଜଗତସିଂହପୁର , ଝାରସୁଗୁଡା, କଳାହାଣ୍ଡିରୁ 2 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏହାସହ ବଲାଙ୍ଗୀରରୁ ଜଣେ ମାତ୍ର କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଏହି 73 ଜଣ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା 3 ହଜାର ପାର୍ କରିଛି । ଆଜି ପର୍ଯ୍ୟନ୍ତ ମୋଟ 3047 କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.