ETV Bharat / city

ରାଜ୍ୟରେ ଆଉ 629 କୋରୋନା ଆକ୍ରାନ୍ତ ସୁସ୍ଥ

author img

By

Published : Dec 3, 2020, 9:20 PM IST

ଆଜି ଆରୋଗ୍ୟ ହୋଇଛନ୍ତି 629 କୋରୋନା ଆକ୍ରାନ୍ତ । ଅନୁଗୋଳରେ ସର୍ବାଧିକ ଆରୋଗ୍ୟ ହୋଇଛନ୍ତି । ଅଧିକ ପଢନ୍ତୁ..

ରାଜ୍ୟରେ ଆଉ 629କୋରୋନା ଆକ୍ରାନ୍ତ ସୁସ୍ଥ
ରାଜ୍ୟରେ ଆଉ 629କୋରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ରାଜ୍ୟରେ ଆଜି (ଗୁରୁବାର ) ଆରୋଗ୍ୟ ହୋଇଛନ୍ତି 629 କୋରୋନା ଆକ୍ରାନ୍ତ । ଏହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ଏବେ 3,14,023ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ଆଜି ଅନୁଗୋଳରେ ସର୍ବାଧିକ ଆରୋଗ୍ୟ ହୋଇଛନ୍ତି ।

ଆଜି 30 ଟି ଜିଲ୍ଲାରେ 629 ଜଣ କୋରୋନା ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ଅନୁଗୁଳରେ 73 , ଖୋର୍ଦ୍ଧାରେ 60 ଜଣ, ସୁନ୍ଦରଗଡରେ 65 , ମୟୂରଭଞ୍ଜରେ 44, ନୂଆପଡାରେ 39 ଜଣ, ଜଗତସିଂହପୁରରେ 28, କଟକରେ 29, ନବରଙ୍ଗପୁରରେ 4, ନୂଆପଡାରେ 36, ଝରସୁଗୁଡ଼ାରେ 36, କେନ୍ଦୁଝରରେ 26, ପୁରୀରେ 17, ବଲାଙ୍ଗୀରରେ 31, କେନ୍ଦ୍ରାପଡାରେ 17, ଢେଙ୍କାନାଳରେ 6 , ଗଞ୍ଜାମରେ 17 , କଳାହାଣ୍ଡିରେ 7 ଜଣ ଆରୋଗ୍ୟ ହୋଇଛନ୍ତି ।

ଏହାସହ ଭଦ୍ରକରେ20, କଳାହାଣ୍ଡିରେ 11, ବରଗଡରେ 14, ଯାଜପୁର ରେ 14, ସମ୍ବଲପୁରରେ 19, ବାଲେଶ୍ବରରେ 25, କୋରାପୁଟରେ 6, ମାଲକାନଗିରିରେ 8,ରାୟଗଡାରେ 4, ସୋନପୁରରେ 1, ନୟାଗଡରେ 7, ଦେଓଗଡ଼ରେ 3, ଗଜପତିରେ 4 , କନ୍ଧମାଳରେ 2 , ଓ ଷ୍ଟେଟ ପୁଲରୁ 8 ଜଣ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.