ETV Bharat / city

STATE CORONA: ଆଜି ସୁସ୍ଥ ହେଲେ 522 ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ 218

ରାଜ୍ୟରେ ସୁସ୍ଥ ହେଲେ ଆଉ 522 କୋଭିଡ ଆକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 218 ସୁସ୍ଥ । ମୋଟ ସୁସ୍ଥ ସଂଖ୍ୟା10,17,116 । ଅଧିକ ପଢନ୍ତୁ...

author img

By

Published : Oct 7, 2021, 9:13 PM IST

STATE CORONA: ଆଜି ସୁସ୍ଥ ହେଲେ 522 ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ 218
STATE CORONA: ଆଜି ସୁସ୍ଥ ହେଲେ 522 ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ 218

ଭୁବନେଶ୍ବର: ରାଜ୍ୟରେ ସୁସ୍ଥ ହେଲେ ଆଉ 522 କୋଭିଡ ଆକ୍ରାନ୍ତ । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 218 ଆକ୍ରାନ୍ତ ଥିବାବେଳେ କଟକରୁ 54, ଭଦ୍ରକରୁ 43, ମୟୂରଭଞ୍ଜରୁ 26, ଜଜପୁରରୁ 20, ଜଗତସିଂହପୁରରୁ 19, ବାଲେଶ୍ବରରୁ 16, ପୁରୀରୁ 13, ସମ୍ବଲପୁରରୁ 13, ସୁନ୍ଦରଗଡରୁ 9, କେନ୍ଦ୍ରାପଡାରୁ 6 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

  • Another 522 Covid patients have recovered and are being discharged on 07.10.2021

    218 from Khordha
    54 from Cuttack
    43 from Bhadrak
    26 from Mayurbhanj
    20 from Jajapur
    19 from Jagatsinghpur
    16 from Baleswar
    13 from Puri
    13 from Sambalpur
    9 from Sundargarh
    6 from Kendrapara

    — H & FW Dept Odisha (@HFWOdisha) October 7, 2021 " class="align-text-top noRightClick twitterSection" data=" ">

ସେହିପରି ଅନୁଗୋଳରୁ 5,ଗଞ୍ଜାମରୁ 4, ଝାରସୁଗୁଡାରୁ 4, କେନ୍ଦୁଝରରୁ 4,ଢେଙ୍କାନାଳରୁ 2, କୋରାପୁଟରୁ 2, ମାଲକାନଗିରିରୁ 2,ନୟାଗଡ଼ରୁ 2, ରାୟାଗଡାରୁ 2,ସୁବର୍ଣ୍ଣପୁରରୁ 2 ବରଗଡ, ବୌଦ୍ଧ,ଦେବଗଡ,କାଳାହାଣ୍ଡି, କନ୍ଧମାଳ ଓ ନୂଆପଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଷ୍ଟେଟ ପୋଲରୁ 50 ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ରହିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 10ଲକ୍ଷ 17ହଜାର 116ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.