ETV Bharat / city

ଆଜି ରାଜ୍ୟରେ 52 କୋରୋନା ଆକ୍ରାନ୍ତ ସୁସ୍ଥ

author img

By

Published : Feb 28, 2021, 8:39 PM IST

ରାଜ୍ୟରେ ସୁସ୍ଥ ହେଲେ ଆଉ 52 କୋରୋନା ଆକ୍ରାନ୍ତ । ମୋଟ ସୁସ୍ଥଙ୍କ ସଂଖ୍ୟା 3 ଲକ୍ଷ 34 ହଜାର 571 । ଅଧିକ ପଢନ୍ତୁ...

ଆଜି ରାଜ୍ୟରେ 52 କୋରୋନା ଆକ୍ରାନ୍ତ ସୁସ୍ଥ
ଆଜି ରାଜ୍ୟରେ 52 କୋରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ରବିବାର ରାଜ୍ୟରେ 52 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସମ୍ବଲପୁର ଜିଲ୍ଲାରେ ସର୍ବାଧିକ ସଂକ୍ରମିତ ସୁସ୍ଥ ଲାଭ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 3 ଲକ୍ଷ 34 ହଜାର 571ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ 11 ଜଣ ଆରୋଗ୍ୟ ଲାଭ କରିଥିବାବେଳେ ସୁନ୍ଦରଗଡରୁ 7, ବଲାଙ୍ଗୀରରୁ 5, ବରଗଡରୁ 4, ଦେଓଗଡରୁ 4, କଟକରୁ 3, ଝାରସୁଗୁଡାରୁ 3, ଖୋର୍ଦ୍ଧାରୁ 3, ମୟୂରଭଞ୍ଜରୁ 3, ନୂଆପଡାରୁ 3, ବାଲେଶ୍ବରରୁ 2 ଏବଂ ଅନୁଗୋଳ, ବୌଦ୍ଧ, କଳାହାଣ୍ଡି, ପୁରୀରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.