ETV Bharat / city

ରାଜ୍ୟରେ କୋରୋନାକୁ ମାତ ଦେଲେ ଆହୁରି 4219 - 4219 Covid patients have recovered

ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସହ ତାଳ ଦେଇ ଚାଲୁଛି ଆରୋଗ୍ୟ ସଂଖ୍ୟା । ଦିନକରେ ସୁସ୍ଥ ହେଲେ 4219 ଜଣ । ଯାହା ରାଜ୍ୟ ପାଇଁ ଭଲ ଖବର । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ରାଜ୍ୟରେ କୋରୋନାକୁ ମାତ ଦେଲେ ଆହୁରି 4219
ରାଜ୍ୟରେ କୋରୋନାକୁ ମାତ ଦେଲେ ଆହୁରି 4219
author img

By

Published : Sep 30, 2020, 8:10 PM IST

ଭୁବନେଶ୍ବର: ଗୋଟିଏ ଦିନରେ ରାଜ୍ୟରେ 4219 ଜଣ କୋରୋନା ରୋଗୀ ଆରୋଗ୍ୟ ହୋଇଛନ୍ତି । ଏପଟେ ରାଜ୍ୟରେ ସର୍ବାଧିକ ସୁସ୍ଥ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାରେ । ରାଜ୍ୟରେ ମୋଟ 185700 ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ସୁସ୍ଥ ସଂଖ୍ୟା ଏକ ଲକ୍ଷ ପାର ହୋଇଥିବାବେଳେ 30ଟି ଜିଲ୍ଲାରେ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ତେବେ ଖୋର୍ଦ୍ଧାରେ ସର୍ବାଧିକ 628 ଜଣ ଆରୋଗ୍ୟ ହୋଇଥିବାବେଳେ କଟକରେ 494, ପୁରୀରେ 264, ଯାଜପୁରରେ 129, ଜଗତସିଂହପୁରରେ 163, ମୟୂରଭଞ୍ଜରେ 153, ସମ୍ବଲପୁରରେ 113, ଅନୁଗୋଳରେ 209, ବାଲେଶ୍ୱରରେ 119, କନ୍ଧମାଳରେ 87, ଝାରସୁଗୁଡାରେ 232, କେନ୍ଦ୍ରାପଡାରେ 161, ବରଗଡରେ 112 ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି କଳାହାଣ୍ଡିରେ 35, ଢେଙ୍କାନାଳରେ 85, ନବରଙ୍ଗପୁରରେ 75, କୋରାପୁଟରେ 72, ନୂଆପଡାରେ 60, ସୁବର୍ଣ୍ଣପୁରରେ 79, ବଲାଙ୍ଗୀରରେ 123, ଭଦ୍ରକରେ 114, କେନ୍ଦୁଝରରେ 83, ସୁନ୍ଦରଗଡରେ 55, ମାଲକାଗିରିରେ 56, ନୟାଗଡରେ 54, ଗଞ୍ଜାମରେ 61, ରାୟଗଡାରେ 132, ଗଜପତିରେ 39, ଦେବଗଡରେ 21, ଷ୍ଟେଟ ପୁଲରେ 162 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.