ETV Bharat / city

ରାଜ୍ୟରେ ସୁସ୍ଥ ହେଲେ 2850 କୋରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ସର୍ବାଧିକ - ରାଜ୍ୟରେ ସୁସ୍ଥ ହେଲେ 2850 କୋରୋନା ଆକ୍ରାନ୍ତ

ରାଜ୍ୟରେ ଆଉ 2 ହଜାର 850 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫରିଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ 563 ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଅଧିକ ପଢ଼ନ୍ତୁ...

ରାଜ୍ୟରେ ସୁସ୍ଥ ହେଲେ 2850 କୋରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ସର୍ବାଧିକ

author img

By

Published : Oct 16, 2020, 8:21 PM IST

ଭୁବନେଶ୍ବର: ରାଜ୍ୟରେ ଆଉ 2 ହଜାର 850 କୋରୋନା ଆକ୍ରାନ୍ତ ଆଜି (ଶୁକ୍ରବାର) ସୁସ୍ଥ ହୋଇ ଫେରିଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ 563 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫରଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ ଯୋଗେ ସୂଚନା ଦେଇଛି। ସେହିଭଳି କଟକରେ 184, ଯାଜପୁରରେ 87, ଅନୁଗୁଳରେ 138, ପୁରୀରେ 147, କେନ୍ଦ୍ରାପଡାରେ 133 ଓ ସମ୍ବଲପୁରରେ 137 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ସୁସ୍ଥ ହେଲେ 2850 କୋରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ସର୍ବାଧିକ
ରାଜ୍ୟରେ ସୁସ୍ଥ ହେଲେ 2850 କୋରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ସର୍ବାଧିକ

ଏହାସହ ବରଗଡ଼ରେ 98, ନବରଙ୍ଗପୁରରେ 89, ସୁନ୍ଦରଗଡରେ 85, ମୟୂରଭଞ୍ଜରେ 82, ଜଗତସିଂହପୁରରେ 80, ସୋନପୁରରେ 80, ବଲାଙ୍ଗିରରେ 72, ଝାରସୁଗୁଡାରେ 72, ବାଲେଶ୍ବରରେ 69, ଢେଙ୍କାନାଳରେ 66, କଳାହାଣ୍ଡିରେ 63, କେନ୍ଦୁଝରରେ 55, କନ୍ଧମାଳରେ 48, ମାଲକାନଗିରିରେ 42, ବୌଦ୍ଧ ରେ 41, ନୂଆପଡା ରେ 41, ନୟାଗଡରେ 37, ଗଂଜାମରେ 36, ଭଦ୍ରକରେ 31, ରାୟଗଡାରେ 27, କୋରାପୁଟରେ 26, ଦେଓଗଡ଼ରେ15 ଓ ଗଜପତିରେ 3 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ 2 ଲକ୍ଷ 41 ହଜାର 385 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି। ଏହାସହ ରାଜ୍ୟରେ ମୋଟ 39 ଲକ୍ଷ 59 ହଜାର 712 ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ରାଜ୍ୟରେ 24 ହଜାର 357 ସକ୍ରିୟ କୋରୋନା ଅକ୍ରାନ୍ତ ରହିଛନ୍ତି। ଏହାସହ 1104 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗକ ସୂଚନା ଦେଇଛି।

କୋରୋନାକୁ ନେଇ ସଚେତନ ରହିବାକୁ ବାରମ୍ବାର ରାଜ୍ୟ ପରାମର୍ଶ ଦେଉଛନ୍ତି। ସାମାଜିକ ଦୂରତା ରକ୍ଷା କରିବା ଓ ମାସ୍କ ପିନ୍ଧିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି।

ଭୁବନେଶ୍ବରରୁ ବିକାଶ କୁମାର ଦାଶ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.