ଭୁବନେଶ୍ବର: ରାଜ୍ୟରେ ଆଜି (ବୁଧବାର) ଆରୋଗ୍ୟ ହୋଇଛନ୍ତି ଆଉ 170 ଜଣ କୋରୋନା ଆକ୍ରାନ୍ତ । ଏହାକୁ ମିଶାଇ ଏବେ ସୁଦ୍ଧା ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 328622ରେ ପହଞ୍ଚିଛି । ଆଜିର କୋରୋନା ସୁସ୍ଥ ଲିଷ୍ଟରେ ସର୍ବାଧିକ ସୁନ୍ଦରଗଡରୁ ଅଛନ୍ତି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।
ଆଜି 30ଟି ଜିଲ୍ଲାରେ 170 ଜଣ କୋରୋନା ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ମୟୂରଭଞ୍ଜରୁ 19, ବଲାଙ୍ଗୀରରୁ 15, ଖୋର୍ଦ୍ଧାରୁ 14, କେନ୍ଦ୍ରାପଡାରୁ 10, ସମ୍ବଲପୁରରୁ 10, ବରଗଡରୁ 9, ଝାରସୁଗୁଡାରୁ 9, ଅନୁଗୋଳରୁ 8, ଯାଜପୁର 8 , କଟକରୁ 6 ଜଣ ଆରୋଗ୍ୟ ହୋଇଛନ୍ତି ।
ସେହିଭଳି କେନ୍ଦୁଝରରୁ 6, ଜଗତସିଂହପୁରରୁ 5 , ଗଞ୍ଜାମରୁ 3 , ବାଲେଶ୍ବରରୁ 2, ଭଦ୍ରକରୁ 2, କଳାହାଣ୍ଡିରୁ 2, ନବରଙ୍ଗପୁରରୁ 2, ସୋନପୁରରୁ 2, କୋରୋପୁଟରୁ , ନୟାଗଡରୁ ଓ ନୂଆପଡାରୁ ଜଣେ ଲେଖାଁଏ ଏବଂ ଷ୍ଟେଟ ପୁଲରୁ 5 ଜଣ ସୁସ୍ଥ ହୋଇ ଆଜି ଘରକୁ ଫେରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
ରାଜ୍ୟରେ ଆଜି ୧୭୦ କୋରୋନା ଆକ୍ରାନ୍ତ ସୁସ୍ଥ - ଓଡିଶାରେ କୋରୋନା ସୁସ୍ଥ
ରାଜ୍ୟରେ ଆଜି (ବୁଧବାର) ଆରୋଗ୍ୟ ହୋଇଛନ୍ତି ଆଉ 170 ଜଣ କୋରୋନା ଆକ୍ରାନ୍ତ । ଏହାକୁ ମିଶାଇ ଏବେ ସୁଦ୍ଧା ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 328622ରେ ପହଞ୍ଚିଛି । ଅଧିକ ପଢନ୍ତୁ...