ETV Bharat / city

କୋରୋନା ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ - corona

announced-thecorona-package
announced-thecorona-package
author img

By

Published : Mar 27, 2020, 4:11 PM IST

Updated : Mar 27, 2020, 8:17 PM IST

15:59 March 27

କୋରୋନା ପାଇଁ 2200 କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ

announced-thecorona-package

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଦ୍ଵାରା ପ୍ରଭାବିତ ଗରିବ ଲୋକଙ୍କୁ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି। ମୋଟ 2200 କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।  

ଖାଦ୍ୟ ସୁରକ୍ଷା ଯୋଜନାରେ 94 ଲକ୍ଷ ହିତାଧିକାରୀଙ୍କୁ ହଜାରେ ଟଙ୍କା ଲେଖାଏଁ ମିଳିବ। ଏ ବାବଦକୁ 940 କୋଟି ଟଙ୍କା ଖର୍ଚ୍ଚ ହେବ। ସାମାଜିକ ସୁରକ୍ଷା ଯୋଜନାରେ 48 ଲକ୍ଷ ଲୋକଙ୍କୁ 4 ମାସର ଭତ୍ତା ଆଗୁଆ ଦିଆଯାଇଛି। ଏ ବାବଦକୁ 932 କୋଟି ଖର୍ଚ୍ଚ ହେବ।  

ସେହିପରି 22 ଲକ୍ଷ ନିର୍ମାଣ ଶ୍ରମିକଙ୍କୁ 1500 ଟଙ୍କା ଦିଆଯିବ।  ଏ ବାବଦକୁ 330 କୋଟି ଟଙ୍କା ଖର୍ଚ୍ଚ ହେବ। ସେପଟେ ଏହି ବିପତି ସମୟରେ ସମସ୍ତେ ଘରେ ରହିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ
 
Last Updated : Mar 27, 2020, 8:17 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.