ETV Bharat / city

ନନ୍ଦନକାନନର ନୂଆ ଅତିଥି ଆନାକୋଣ୍ଡାର ମୃତ୍ୟୁ - Annaconda died in nandanakanana

ନନ୍ଦନକାନନରେ ହଳଦିଆ ଆନାକୋଣ୍ଡା ମୃତ । ଚେନ୍ନାଇର ଏମସିବିଟିରୁ ଆସିଥିବା 8ଟି ଆନାକୋଣ୍ଡା ମଧ୍ୟରୁ ଗୋଟିଏର ମୃତ୍ୟୁ ଘଟିଛି ।

Annaconda died
ପ୍ରତିକାତ୍ମକ ଫଟୋ
author img

By

Published : Nov 28, 2019, 6:46 PM IST

Updated : Nov 28, 2019, 6:56 PM IST

ଭୁବନେଶ୍ବର: ନନ୍ଦନକାନନରେ ହଳଦିଆ ଆନାକୋଣ୍ଡା ମୃତ । ଚେନ୍ନାଇର ଏମସିବିଟିରୁ ଆସିଥିବା 8ଟି ହଳଦିଆ ଆନାକୋଣ୍ଡା ମଧ୍ୟରୁ ଗୋଟିଏର ମୃତ୍ୟୁ ଘଟିଛି । ଦୁଇ ବର୍ଷର ଏହି ଆନାକୋଣ୍ଡାର ମୃତ୍ୟୁ ଗୁରୁବାର ଅପରାହ୍ନରେ ହୋଇଛି ।

ମୃତ୍ୟୁର କାରଣ ଜଣାପଡିନାହିଁ । ତେବେ ଆସନ୍ତାକାଲି(ଶୁକ୍ରବାର) ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଯିବ ବୋଲି ଜଣାପଡିଛି । ଅନାକୋଣ୍ଡାଟି କିଛି ଦିନ ହେଲା ଆହାର ଛାଡିଦେଇଥିଲା । ସୂଚନାଥାଉକି, ନନ୍ଦନକାନନକୁ ନୂଆ କରି ଆନାକୋଣ୍ଡା ଆସିବା ପରେ ଉଦ୍ୟାନର ଖୁଆଡ 45 ନଂରେ ରଖାଯାଇଛି । ଯାହାକୁ ଦେଖିବା ଲାଗି ପର୍ଯ୍ୟଟକଙ୍କ ଭିଡ ଜମୁଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:Body:

ତିରୁମଲା ତିରୁପତିରୁ ସିଧାପ୍ରସାରଣ

ଦେଖନ୍ତୁ କେମିତି ଚାଲିଛି ତିରୁପତିଙ୍କ ପୂଜାର୍ଚ୍ଚନା...

Conclusion:
Last Updated : Nov 28, 2019, 6:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.