ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ଭତ୍ତା ବୄଦ୍ଧି ଘୋଷଣାକୁ ନେଇ ଅସନ୍ତୁଷ୍ଟ ଅଙ୍ଗନବାଡ଼ି କର୍ମୀ

ଅଙ୍ଗନବାଡ଼ି କର୍ମୀ ଓ ସହାୟକଙ୍କ ପାଇଁ ଅବସରକାଳୀନ ଭତ୍ତା ବୄଦ୍ଧି କରିଛନ୍ତି ରାଜ୍ୟ ସରକାର । ତେବେ ଏହାକୁ ନେଇ ସନ୍ତୁଷ୍ଟ ହୋଇପାରି ନାହାନ୍ତି ଅଙ୍ଗନବାଡ଼ି କର୍ମୀ, ସହାୟିକା । ଅଧିକ ପଢ଼ନ୍ତୁ

author img

By

Published : Jan 10, 2022, 8:55 PM IST

Anganwadi workers dissatisfied with assistance announcement of odisha CM
ମୁଖ୍ୟମନ୍ତ୍ରୀଙ୍କ ଭତ୍ତା ବୄଦ୍ଧି ଘୋଷଣାକୁ ନେଇ ଅସନ୍ତୁଷ୍ଟ ଅଙ୍ଗନବାଡ଼ି କର୍ମୀ

ଭୁବେନଶ୍ବର: ଅଙ୍ଗନବାଡ଼ି କର୍ମୀ ଓ ସହାୟକଙ୍କ ପାଇଁ ଅବସରକାଳୀନ ଭତ୍ତା ବୄଦ୍ଧି କରିଛନ୍ତି ରାଜ୍ୟ ସରକାର । ତେବେ ଏହାକୁ ନେଇ ସନ୍ତୁଷ୍ଟ ହୋଇପାରି ନାହାନ୍ତି ଅଙ୍ଗନବାଡ଼ି କର୍ମୀ, ସହାୟିକା । ସହାୟିକା ଓ ମିନି ଅଙ୍ଗନବାଡ଼ି କର୍ମୀଙ୍କ ଦୀର୍ଘ ଦିନର ନ୍ୟାୟ ସଙ୍ଗତ ଦାବି ଭତ୍ତା ବୄଦ୍ଧି ଘୋଷଣା ନକରି ଅବସର ଦେୟ ଦ୍ବିଗୁଣିତ କରିବା ଉପହାସ ଛଡା ଆଉ କିଛି ନୁହେଁ ବୋଲି କହିଛି ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘ ।

ସେପଟେ ଚିକିତ୍ସା(Sick Leave) ପାଇଁ ରାଜ୍ୟ ସରକାର ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ଏହାକୁ ସ୍ବାଗତ କରିଛନ୍ତି ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘ । ତେବେ ଅନ୍ୟାନ୍ୟ ଦାବି ଗୁଡ଼ିକ ସମାଧାନ କରିବାରେ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ରହିଥିବା ସଂଘ ଅଭିଯୋଗ ।

ଭୁବନେଶ୍ୱରରେ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲା । ଏଥିରେ ନିଖିଳ ସାଧାରଣ ସମ୍ପାଦିକା ହରପ୍ରିୟା ସ୍ବାଇଁ କହିଛନ୍ତି ଯେ, "୨୦୧୭ ମସିହା ପରଠାରୁ ଭତ୍ତା ବୄଦ୍ଧି ହୋଇ ନାହିଁ । ବିଭିନ୍ନ ବର୍ଗର ଶ୍ରମିକ କର୍ମଚାରୀଙ୍କ ଦରମା ଓ ଭତ୍ତା ବୄଦ୍ଧି ହେଉଥିବା ବେଳେ ରାଜ୍ଯ ସରକାର ଅଙ୍ଗନବାଡ଼ି କର୍ମୀ ଓ ସହାୟକଙ୍କ ଭତ୍ତା ବୄଦ୍ଧି କରୁ ନାହାନ୍ତି ।" ଏହା ପରିତାପର ବିଷୟ । ରାଜ୍ୟ ସରକାର ତୁରନ୍ତ ସର୍ବନିମ୍ନ ୨୧ ହଜାର ଭତ୍ତା ବୄଦ୍ଧି ନକଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରିବାକୁ ଚେତାବନୀ ଦେଇଛି ସଂଘ ।

ଭୁବନେଶ୍ବର ଦେବସ୍ମିତା ରାଉତ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.