ETV Bharat / city

ନବୀନ-ଜଗନ ବୈଠକ ଶେଷ, ଫେରିଗଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

author img

By

Published : Nov 9, 2021, 6:37 PM IST

ନବୀନଙ୍କ ସହ ଆଲୋଚନା କରି ଫେରିଗଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ଉଭୟ ରାଜ୍ୟର ଗୁରୁତ୍ବପୂର୍ଣ୍ଣ ସମସ୍ୟା ଉପରେ ଆଲୋଚନା ହୋଇଛି । ଅଧିକ ପଢନ୍ତୁ...

Naveen Patnaik and y s Jagan mohan ready meeting complete
ନବୀନ-ଜଗନ ବୈଠକ ଶେଷ, ଫେରିଗଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଲୋଚନା ଶେଷ, ଫେରିଗଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଉଭୟ ରାଜ୍ୟର ଗୁରୁତ୍ବପୂର୍ଣ୍ଣ ସମସ୍ୟା ଉପରେ ଆଲୋଚନା କରି ଫେରିଗଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ।

ଆଜି ଓଡିଶା ଗସ୍ତରେ ଆସି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଲୋଚନା କରିଛନ୍ତି । ଲୋକସେବା ଭବନରେ ଉଭୟ ରାଜ୍ୟ ମୁଖ୍ୟମନ୍ତ୍ରୀ ଭେଟି ଆଲୋଚନା କରିଛନ୍ତି । ଉଭୟ ରାଜ୍ୟର ବିଭିନ୍ନ ପ୍ରକଳ୍ପ ସହ ସୀମା ବିବାଦକୁ ନେଇ ଆଲୋଚନା ହୋଇଥିବା ଜଣାପଡିଛି।

ବିଶେଷ କରି ଏହି ବୈଠକରେ ଦୁଇ ରାଜ୍ୟ ମଧ୍ୟରେ ଦୀର୍ଘ ଦିନରୁ ରହିଥିବା ସମସ୍ୟା ନେରେଡି ବ୍ୟାରେଜ,ପୋଲାଭରମ ଡ୍ୟାମ,କୋଟିଆ ସୀମା ବିବାଦ ସମ୍ପର୍କରେ ଆଲୋଚନା ହୋଇଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.