ETV Bharat / city

କୋଭିଡ ଔଷଧକୁ ଯାଞ୍ଚ ପାଇଁ ଗଠନ ହେଲା ବିଶେଷଜ୍ଞ କମିଟି

author img

By

Published : May 1, 2021, 8:18 AM IST

ରାଜ୍ୟରେ କୋଭିଡ ପରିଚାଳନା ସମୟରେ ଔଷଧକୁ ଯାଞ୍ଚ କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି । ଅଧିକ ପଢନ୍ତୁ...

କୋଭିଡ ଔଷଧକୁ ଯାଞ୍ଚ ପାଇଁ ଗଠନ ହେଲା ବିଶେଷଜ୍ଞ କମିଟି
କୋଭିଡ ଔଷଧକୁ ଯାଞ୍ଚ ପାଇଁ ଗଠନ ହେଲା ବିଶେଷଜ୍ଞ କମିଟି

ଭୁବନେଶ୍ବର:କୋରୋନା ମହାମାରୀର ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ମହାମାରୀର ପରିଚାଳନା ପାଇଁ କିଛି ଔଷଧ ଉପଲବ୍ଧତାକୁ ସୀମିତ ରଖାଯାଇ ଅନେକ ନୂତନ ଔଷଧ ମଧ୍ୟ ଆସୁଛି । ତେବେ ଅନେକ ଚିକିତ୍ସା ଓ ଔଷଧକୁ ଯାଞ୍ଚ କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି।

DMET ଡ଼ ସିବିକେ ମହାନ୍ତିଙ୍କ ତତ୍ବାବଧାନତାରେ ଔଷଧ ବ୍ୟବହାର ପ୍ରସ୍ତାବକୁ ଯାଞ୍ଚ ଏବଂ ମୂଲ୍ୟାଙ୍କନ କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି । ଏହି କମିଟିରେ ଡକ୍ଟର ବିଦ୍ୟୁତ ଦାସ , ଡକ୍ଟର ଜ୍ୟୋତି ପଟ୍ଟନାୟକ ଓ ଡକ୍ଟର ପି କେ ଛାଟୋଇଙ୍କୁ ସାମିଲ କରାଯାଇଛି ।

କମିଟିର ଦାୟିତ୍ବ

ଯେତେବେଳେ ନୂତନ, ସୀମିତ ଉପଲବ୍ଧ ଔଷଧ ସହିତ କୋଭିଡ ସୁବିଧାରେ ଆକ୍ରାନ୍ତଙ୍କ ପାଇଁ କୌଣସି ପ୍ରେସକ୍ରିପସନ୍ ପ୍ରସ୍ତୁତ କରାଯାଏ, ସେତେବେଳେ ଚିକିତ୍ସା କରୁଥିବା ଡାକ୍ତରଙ୍କ ପ୍ରେସକ୍ରିପସନରେ ନାଁ ରହିବା ଆବଶ୍ୟକ। କମିଟି ରେକର୍ଡଗୁଡିକ ଯାଞ୍ଚ କରିବ ଏବଂ ଏହାର କାର୍ଯ୍ୟକାରିତାକୁ ପ୍ରମାଣ କରିବ । ଡ୍ରଗ ଏବଂ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ନ୍ୟାୟପୂର୍ଣ୍ଣ ବ୍ୟବହାର କରିବ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.