ETV Bharat / city

ଚାଇନାରେ ମିସେସ୍ ୟୁନିଭର୍ସର କ୍ରାଉନ ପିନ୍ଧିଲେ ଓଡିଆ ବୋହୁ - Mrs.UNIVERSE 2019

ଓଡିଆ ବୋହୁଙ୍କ ଚାଇନାରେ କମାଲ୍ । ମିସେସ୍ ୟୁନିଭର୍ସ-2019ର ମୁକୁଟ ପିନ୍ଧିଛନ୍ତି ଓଡିଆ ବୋହୁ ଅମିତା ପଣ୍ଡା । ସେ ଆଇଟି ସେକ୍ଟରରେ କାମ କରୁଥିବା ବେଳେ ତାଙ୍କ ସ୍ବାମୀ ଜଣେ ଡାକ୍ତର ।

AMITA PANDA from INDIA crowned as Mrs.UNIVERSE 2019
ଚାଇନାରେ ମିସେସ୍ ୟୁନିଭର୍ସର କ୍ରାଉନ ପିନ୍ଧିଲେ ଓଡିଆ ବୋହୁ
author img

By

Published : Jan 5, 2020, 6:41 PM IST

ଭୁବନେଶ୍ବର: ଚାଇନାରେ ଓଡିଆ ବୋହୁଙ୍କ କମାଲ୍ । ମିସେସ୍ ୟୁନିଭର୍ସ-2019ର ମୁକୁଟ ପିନ୍ଧିଛନ୍ତି ଓଡିଆ ବୋହୁ ଅମିତା ପଣ୍ଡା । ସେ ଆଇଟି ସେକ୍ଟରରେ କାମ କରୁଥିବା ବେଳେ ତାଙ୍କ ସ୍ବାମୀ ଜଣେ ଡାକ୍ତର ।

ସେ ପ୍ରଥମେ 2018ରେ ମିସେସ ଇଣ୍ଡିଆ ଗ୍ୟାଲେକ୍ସିର ଆୱାର୍ଡ ପାଇଥିବା ବେଳେ 2019 ମାର୍ଚ୍ଚରେ ସେଣ୍ଟ୍ରାଲ ଏସିଆ ପାସିଫିକ୍ ୟୁନିଭର୍ସ-2019ର ତାଜ୍ ମଧ୍ୟ ପିନ୍ଧିଥିଲେ । ପ୍ରାୟ 90 ପ୍ରତିଯୋଗୀଙ୍କ ମଧ୍ୟରେ 29 ଡିସେମ୍ବର 2019ରେ ମିସେସ୍ ୟୁନିଭର୍ସର କ୍ରାଉନ ପିନ୍ଧିଛନ୍ତି ସେ ।

ଚାଇନାରେ ମିସେସ୍ ୟୁନିଭର୍ସର କ୍ରାଉନ ପିନ୍ଧିଲେ ଓଡିଆ ବୋହୁ

ପ୍ରଥମ ଥର କୌଣସି ଭାରତୀୟ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଅମିତାଙ୍କୁ ଏଥିପାଇଁ ପ୍ରସ୍ତୁତ କରିଥିଲେ ଭାଇବ୍ରାଣ୍ଟ କନସେପ୍ଟର ମେଣ୍ଟର ତଥା ନିର୍ଦ୍ଦେଶକ ଗିନି କପୁର । ଗିନି କପୁର ମଧ୍ୟ ଚାଇନାରେ ଏହି ଶୋ'ର ନିର୍ଦ୍ଦେଶକ ଥିଲେ । ଅମିତା ଆଗକୁ ମହିଳାଙ୍କ ସମସ୍ୟା, ସ୍ବଚ୍ଛତା ଉପରେ କାମ କରିବା ସହ ବିଭିନ୍ନ ରାମ୍ପ୍ ଶୋ' ଓ ବ୍ରାଣ୍ଡ ପ୍ରଡକ୍ଟ ପାଇଁ ମଡେଲିଂ କରିବାକୁ ଚାହାଁନ୍ତି । ସେ ଏବେ ବିଦେଶରେ ଥିବା ବେଳେ ଖୁବ ଶୀଘ୍ର ସେ ଓଡିଶା ଫେରିବେ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ରାଜଧାନୀ ବହୁ ବିଦେଶ ରେ କରିଲେ କମାଲ, ଜିତିଲେ ମିସେସ ୟୁନିଭର୍ସ 2019 ।

ରାଜଧାନୀ ଭୁବନେଶ୍ବର ର ବୋହୁ ଅମିତା ପଣ୍ଡା, ଚାଏନା ରେ ହୋଇ ଥିବା ମିସେଜ଼ ୟୁନିଭର୍ସ ପ୍ରତିଯୋଗିତାରେ ଭାଗ ନେଇ ଏହି ବିଜୟ ର ମୁକୁଟ ପିନ୍ଧିଛନ୍ତି। 90 ଜଣ ପ୍ରତିଯୋଗି କୁ ମାତ୍ ଦେଇ ସେ ଏହି ବିଜୟ ହାସଲ କରିଛନ୍ତି। ଗତ 29 ଡିସେମ୍ବର 2019 ରେ ଏହି ପ୍ରତିଯୋଗିତାରେ ଚାଏନା ରେ ଅନୁଷ୍ଠିତ ହୋଇ ଥିଲା ।ଅନ୍ୟ ପଟେ ପ୍ରଥମ ଥର କରି ଭାରତ ରୁ ଏହି ପ୍ରତିଯୋଗିତାରେ ଅମିତା ଭାଗ ନେଇ ଏହି କ୍ରାଉନ ଜିତି ଥିବା ବେଳେ ସେ ପୂର୍ବ ରୁ ମଧ୍ୟ ଅନେକ ମଡେଲିଙ୍ଗ ପ୍ରତିଯୋଗିତାରେ ବିଜୟ ଲାଭ କରିଥିଲେ। ବର୍ତ୍ତମାନ ସେ ବିଦେଶ ରେ ଥିବା ବେଳେ ଖୁବ ଶୀଘ୍ର ଓଡିଶା ଫେରିବେ ବୋଲି ଜଣାପଡିଛି।Body:ରାଜଧାନୀ ବହୁ ବିଦେଶ ରେ କରିଲେ କମାଲ, ଜିତିଲେ ମିସେସ ୟୁନିଭର୍ସ 2019 ।

ରାଜଧାନୀ ଭୁବନେଶ୍ବର ର ବୋହୁ ଅମିତା ପଣ୍ଡା, ଚାଏନା ରେ ହୋଇ ଥିବା ମିସେଜ଼ ୟୁନିଭର୍ସ ପ୍ରତିଯୋଗିତାରେ ଭାଗ ନେଇ ଏହି ବିଜୟ ର ମୁକୁଟ ପିନ୍ଧିଛନ୍ତି। 90 ଜଣ ପ୍ରତିଯୋଗି କୁ ମାତ୍ ଦେଇ ସେ ଏହି ବିଜୟ ହାସଲ କରିଛନ୍ତି। ଗତ 29 ଡିସେମ୍ବର 2019 ରେ ଏହି ପ୍ରତିଯୋଗିତାରେ ଚାଏନା ରେ ଅନୁଷ୍ଠିତ ହୋଇ ଥିଲା ।ଅନ୍ୟ ପଟେ ପ୍ରଥମ ଥର କରି ଭାରତ ରୁ ଏହି ପ୍ରତିଯୋଗିତାରେ ଅମିତା ଭାଗ ନେଇ ଏହି କ୍ରାଉନ ଜିତି ଥିବା ବେଳେ ସେ ପୂର୍ବ ରୁ ମଧ୍ୟ ଅନେକ ମଡେଲିଙ୍ଗ ପ୍ରତିଯୋଗିତାରେ ବିଜୟ ଲାଭ କରିଥିଲେ। ବର୍ତ୍ତମାନ ସେ ବିଦେଶ ରେ ଥିବା ବେଳେ ଖୁବ ଶୀଘ୍ର ଓଡିଶା ଫେରିବେ ବୋଲି ଜଣାପଡିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.