ETV Bharat / city

ଦୁଷ୍କର୍ମ ଅଭିଯୁକ୍ତଙ୍କ ସହ ଡିସିପିଙ୍କ କନେକ୍ସନ, ଡିଜି ପୋଲିସକୁ ଚିଠି ଲେଖିଲା ଗୃହ ବିଭାଗ - allegation on bhubaneswar dcp

ଭୁବନେଶ୍ବର ଡିସିପିଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ । ଏକ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ସୁରକ୍ଷା ଦେଉଥିବା ନେଇ ଡିସିପି ଅନୁପ ସାହୁଙ୍କ ନାଁରେ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

Bhubaneswar dcp
ଦୁଷ୍କର୍ମ ଅଭିଯୁକ୍ତଙ୍କ ସହ ଡିସିପିଙ୍କ ନେକ୍ସସ
author img

By

Published : Dec 9, 2019, 11:04 PM IST

Updated : Dec 10, 2019, 3:29 AM IST

ଭୁବନେଶ୍ବର: ଭୁବନେଶ୍ବର ଡିସିପିଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ । ଏକ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ସୁରକ୍ଷା ଦେଉଥିବା ନେଇ ଡିସିପି ଅନୁପ ସାହୁଙ୍କ ନାଁରେ ଅଭିଯୋଗ ହୋଇଛି । ଏନେଇ ତାଙ୍କୁ ପଦବୀରୁ ହଟାଇବାକୁ ମଧ୍ୟ ଗୃହ ବିଭାଗକୁ ଅନୁରୋଧ କରିଛନ୍ତି ସୂଚନା ଅଧିକାର କର୍ମୀ ଜୟନ୍ତ ଦାସ । ଏହାପରେ 2006 ବ୍ୟାଚର ଆଇପିଏସ ଅଫିସର ତଥା ଭୁବନେଶ୍ବର ଡିସିପିଙ୍କ କାର୍ଯ୍ୟକଳାପ ଏବେ ପ୍ରଶ୍ନ ଘେରକୁ ଆସିଛି ।

Bhubaneswar dcp
ଦୁଷ୍କର୍ମ ଅଭିଯୁକ୍ତଙ୍କ ସହ ଡିସିପିଙ୍କ ନେକ୍ସସ
ଦୁଷ୍କର୍ମ ଅଭିଯୁକ୍ତଙ୍କ ସହ ଡିସିପିଙ୍କ ନେକ୍ସସ

ଗତବର୍ଷ ଅକ୍ଟୋବରରେ 23ରେ ଖଣ୍ଡଗିରି ଥାନାରେ କେସ ନଂ 372ରେ ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଇଥିଲେ ଭୁବନେଶ୍ବର ଡିସିପି । ଏପିରିକି ଥାନାରେ ପୀଡିତାଙ୍କ ଏତଲା ଦାୟର ସତ୍ତ୍ବେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ ନ କରି ଡିସିପି ପ୍ରସୟ ଦେଇଥିବା ଅଭିଯୋଗ କରିଛନ୍ତି ଆବେଦନକାରୀ । ଯାହାକୁ ନେଇ ସେ ଜାତୀୟ ମାନବାଧିକାର କମିଶନ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମୁଖ୍ୟଶାସନ ସଚିବଙ୍କୁ ଅଭିଯୋଗ ପଠାଇଥିଲେ । ସେପେଟ ଘଟଣାକୁ ନେଇ ଡିସିପିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଦୁଷ୍କର୍ମ ଅଭିଯୁକ୍ତଙ୍କ ସହ ଡିସିପିଙ୍କ ନେକ୍ସସ,
ଡିଜି ପୋଲିସକୁ ଚିଠି ଲେଖିଲା ଗୃହ ବିଭାଗ
Body:
ଭୁବନେଶ୍ବର ଡିସିପିଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ।ପଦବିରୁ ହଟାଇବାକୁ ଗୃହ ବିଭାଗକୁ ଅନୁରୋଧ ।ଏମିତି ସାଙ୍ଘାତିକ ଅଭିଯୋଗ ଆସିଛି ଭୁବନେଶ୍ବର ଡିସିପି ଅନୁପ ସାହୁଁକ ବିରୋଧରେ ଯାହାକୁ ନେଇ ଚର୍ଚା ଜୋର ଧରିଛି।ଖଣ୍ଡଗିରି ଥାନାରେ ୨୩.୧୦.୨୦୧୮ରେ ହୋଇଥିବା କେସ ନମ୍ବର ୩୭୨ ରେ ଜଣେ ଦୁଷ୍କର୍ମକାରି ଅଭିଯୁକ୍ତ କୁ ସୁରକ୍ଷା ଦେଇଛନ୍ତି ଭୁବନେଶ୍ବର ଡିସିପି।ଏପରିକି ଥାନାରେ ପିଡିତାର ଏତଲା ଦାୟର ସତ୍ବେ ମଧ୍ଯ ଦିର୍ଘଦିନ ଧରି ଅଭିସୁକ୍ତଂକୁ ଗିରଫ ନ କରି ପ୍ରଶୟ ଦେଇଛନ୍ତି।ଯାହାକୁ ନେଇ ଅଭିଯୁକ୍ତ ସହ ଡିସିପିଙ୍କ ନେକ୍ସସ ଥିବା ନେଇ ପୁରୀର ଜୟନ୍ତ କୁମାର ଦାସ ଆଣିଥିଲେ ଅଭିଯୋଗ।ଜାତିୟ ମାନବାଧିକାର କମିଶନଠୁ ଆରମ୍ବ କରି ପ୍ରଧାନମନ୍ତ୍ରୀ ଓ ମୁଖ୍ଯମନ୍ତ୍ରୀ ଓ ମୁଖ୍ଯଶାସନ ସଚିବଙ୍କୁ ଅଭିଯୋଗ ପଠାଇଥିଲେ।ଯାହାର ଜବାବରେ ଡିଜି ପୋଲିସକୁ ଏନେଇ ତଦନ୍ତ କରି ଗୃହ ବିଭାଗକୁ ରିପୋର୍ଟ ଦେବାକୁ ଜଏଣ୍ଟ ସେକ୍ରେଟାରୀ ନିବେଦିତା ପୃଷ୍ଟି ଚିଠି ଲେଖିଛନ୍ଏତି। ଯାହାକୁ ନେଇ ୨୦୦୬ ବ୍ଯାଚର ଏହି ଆପିଏସ ଅଫିସର ତଥା ଭୁବନେଶ୍ବର ଡିସିପିଙ୍କ କାର୍ଯକଳାପ ନେଇ ଏବେ ପ୍ରଶ୍ନ ଘେରକୁ ଆସିଛି।
Conclusion:ବାଇଟ-ଜୟନ୍ତ ଦାସ,ଆରଟିଆଇ ଆକ୍ଟିଭିଷ୍ଟ
Last Updated : Dec 10, 2019, 3:29 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.