ETV Bharat / city

'ଦୁଇ ସପ୍ତାହ ମଧ୍ୟରେ ସାମ୍ନାକୁ ଆସିବ ପରୀ ସତ' - DG Police SIT Head meeting

ନୟାଗଡ 'ପରୀ' ଘଟଣାର ତଦନ୍ତ ୫ ଦିନ ହୋଇଛି । ୨ ସପ୍ତାହ ମଧ୍ଯରେ ସବୁକିଛି ସାମ୍ନାକୁ ଆସିବ କହିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ଅଧିକ ପଢନ୍ତୁ...

_Pari Issue: 'All true will comeout within two weeks' says SIT Head after meeting with DG Police
'ଦୁଇ ସପ୍ତାହ ମଧ୍ୟରେ ସାମ୍ନାକୁ ଆସିବ ପରୀ ସତ'
author img

By

Published : Dec 5, 2020, 3:31 PM IST

Updated : Dec 5, 2020, 4:41 PM IST

ଭୁବନେଶ୍ବର: ଶେଷ ହେଲା ପୋଲିସ ଡିଜି ଅଭୟ ଓ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା, କ୍ରାଇମବ୍ରାଞ୍ଚ ଏଡିଜି ଓ ଭିଜିଲାନ୍ସ ଏସଆଇଟି ମୁଖ୍ୟଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ।

ପୋଲିସ ଡିଜି ଅଭୟ ଏସଆଇଟି ମୁଖ୍ୟଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ

ବୈଠକ ପରେ ଗୁରୁତ୍ବପୂର୍ଣ୍ଣ ବୟାନ ରଖିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । 'ପରୀ' ଘଟଣାର ତଦନ୍ତ ୫ ଦିନ ହୋଇଛି । ୨ ସପ୍ତାହ ମଧ୍ଯରେ ସବୁକିଛି ସାମ୍ନାକୁ ଆସିବ । ସରକାର ଓ ପୋଲିସ ଡିଜିଙ୍କ ଭରସା ତାଙ୍କ ଉପରେ ରହିଥିବା କହିଛନ୍ତି ବୋଥ୍ରା ।

'ଦୁଇ ସପ୍ତାହ ମଧ୍ୟରେ ସାମ୍ନାକୁ ଆସିବ ପରୀ ସତ'

ତଦନ୍ତରେ ଯେଉଁମାନଙ୍କ ନାମ ସାମ୍ନାକୁ ଆସୁଛି ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବା ସହ ପଚରାଉଚରା କରାଯାଉଛି ।

ସେପଟେ କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି ଆକାଶ ପାଠକଙ୍କ ନାମରେ ହୋଇଥିବା ମାମଲାର ତଦନ୍ତ ଚାଲିଛି। ତଦନ୍ତରେ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦିଆଯାଉଛି । ବୈଠକରେ ଭିଜିଲାନ୍ସ ଏସଆଇଟି ମୁଖ୍ଯ ଅମିତୈନ୍ଦ୍ର ସିହ୍ନା ମଧ୍ଯ ଉପସ୍ଥିତ ରହିଥିଲେ । ତେବେ ବୈଠକ ନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ପୋଲିସ ଡିଜି ଅଭୟ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Dec 5, 2020, 4:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.