ETV Bharat / city

ବୁଧବାର ଖୋଲିବ ସମସ୍ତ ବୈଷୟିକ କଲେଜ, 17ରୁ କ୍ଲାସ୍ - All technical colleges will open tomorrow

ଆସନ୍ତା ୧୦ ତାରିଖରୁ ଖୋଲିବ ସବୁ ବୈଷୟିକ ଶିକ୍ଷାନୁଷ୍ଠାନ। ଇଂଜିନିୟରିଂ, ଆଇଟିଆଇ, ପଲିଟେକନିକ୍ କଲେଜ ସମେତ ସମସ୍ତ ପ୍ରଫେସନାଲ କୋର୍ସ କଲେଜ ଖୋଲିବ। ଅଧିକ ପଢନ୍ତୁ...

ଆସନ୍ତାକାଲି ଖୋଲିବ ସମସ୍ତ ବୈଷୟିକ କଲେଜ, 17ରୁ କ୍ଲାସ୍ ଆରମ୍ଭ
ଆସନ୍ତାକାଲି ଖୋଲିବ ସମସ୍ତ ବୈଷୟିକ କଲେଜ, 17ରୁ କ୍ଲାସ୍ ଆରମ୍ଭ
author img

By

Published : Feb 9, 2021, 7:57 PM IST

ଭୁବନେଶ୍ବର: ଆସନ୍ତା 10 ତାରିଖରୁ ଖୋଲିବ ବୈଷୟିକ କଲେଜ। ରାଜ୍ୟର ସମସ୍ତ ଇଂଜିନିୟରିଂ, ଆଇଟିଆଇ, ପଲିଟେକନିକ୍ କଲେଜ ସମେତ ସମସ୍ତ ପ୍ରଫେସନାଲ କୋର୍ସ ପାଇଁ କଲେଜ ଖୋଲିବ।

କଲେଜ ଖୋଲିବା ପରେ ଆସନ୍ତା 17 ତାରିଖରୁ ଆରମ୍ଭ ହେବ କ୍ଲାସ୍। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.