ETV Bharat / city

ରାଜ୍ୟର 5 ନଦୀଜଳ ଜହର: ମନ୍ତ୍ରୀ - ମହାନଦୀ

ରାଜ୍ୟରେ ଦିନକୁ ଦିନ ପ୍ରଦୁଷିତ ହେଉଛି ନଦୀଜଳ । ଫଳରେ ଏବେ ନଦୀଜଳ ଜହର ପାଲଟିଛି । ନଦୀଜଳ ମନୁଷ୍ୟକୃତ ଯୋଗୁଁ ଦୂଷିତ ହେଉଥିବା ସ୍ବୀକାର କଲେ ମନ୍ତ୍ରୀ ।

ଫାଇଲ ଫଟୋ
author img

By

Published : Jul 30, 2019, 9:35 PM IST

ଭୁବନେଶ୍ବର: ରାଜ୍ୟର ପାଞ୍ଚଟି ନଦୀର ଜଳ ପ୍ରଦୂଷିତ ହୋଇ ଜହର ପାଲଟିଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ଵାରା ଜଳର ମାନ ପରୀକ୍ଷଣରୁ ଏହି ତଥ୍ୟ ଆସିଛି । ମହାନଦୀର ଦୁଇଟି, ସଙ୍ଖ ନଦୀର ଗୋଟିଏ, କୋଏଲ ନଦୀର ଗୋଟିଏ, ବ୍ରାହ୍ମଣୀ ନଦୀର ଚାରୋଟି ଏବଂ ବୈତରଣୀ ନଦୀର ତିନୋଟି ସ୍ଥାନରେ ନଦୀ ଜଳ ପ୍ରଦୂଷିତ ହେଉଛି । ଆଜି ବିଧାନସଭାରେ ବିଜେପି ବିଧାୟକ ମୋହନ ମାଝୀଙ୍କ ଏକ ଲିକ୍ଷିତ ପ୍ରଶ୍ନର ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ସୂଚନା ଦେଇଛନ୍ତି ।

PHOTO, ASSEMBLY
ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍, ଭୁବନେଶ୍ବର
PHOTO, ASSEMBLY
ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍, ଭୁବନେଶ୍ବର

କଟକ ଓ ସମ୍ବଲପୁର ସହରର ପରିତ୍ୟକ୍ତ ପାଣିରୁ ମହାନଦୀ ପ୍ରଦୂଷିତ ହେଉଛି । ମନୁଷ୍ୟକୃତ କାରଣରୁ ସଙ୍ଖ ଓ କୋଏଲ ନଦୀ ବି ପ୍ରଦୂଷିତ ଏବଂ ଏହା ପାନୀୟ ଉପଯୋଗୀ ନୁହେଁ । ରାଉରକେଲା ସହରର ପରିତ୍ୟକ୍ତ ପାଣି ଓ ଷ୍ଟିଲ ପ୍ଲାଣ୍ଟର ବର୍ଜ୍ୟବସ୍ତୁ ଯୋଗୁଁ ବ୍ରାହ୍ମଣୀ ନଦୀ ପ୍ରଦୂଷିତ ହୋଇଯାଇଛି ।

ଏହାସହ ମନୁଷ୍ୟକୃତ କାରଣ ଯୋଗୁଁ ବୈତରଣୀ ପ୍ରଦୂଷିତ ହୋଇଥିବା ମନ୍ତ୍ରୀ ଗୃହରେ ସ୍ବୀକାର କରିଛନ୍ତି ।

ଭୁବେନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ

Intro:Body:

ଜହର ପାଲଟିଛି 5ଟି ନଦୀର ଜଳ

ଭୁବନେଶ୍ବର () ରାଜ୍ୟର ପାଞ୍ଚଟି ନଦୀର ଜଳ ପ୍ରଦୂଷିତ ଜହର ହୋଇଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ଵାରା ଜଳର ମାନ ପରୀକ୍ଷଣରୁ ଏହି ତଥ୍ୟ ଆସିଛି  । ମହାନଦୀର ଦୁଇଟି, ସଙ୍ଖ ନଦୀର ଗୋଟିଏ, କୋଏଲ ନଦୀର ଗୋଟିଏ, ବ୍ରାହ୍ମଣୀ ନଦୀର ଚାରୋଟି, ଏବଂ ବୈତରଣୀ ନଦୀର ତିନୋଟି ସ୍ଥାନରେ ନଦୀ ଜଳ ପ୍ରଦୂଷିତ ହେଉଛି । ଆଜି ବିଧାନସଭାରେ ବିଜେପି ବିଧାୟକ ମୋହନ ମାଝୀଙ୍କ ଏକ ଲିକ୍ଷିତ ପ୍ରଶ୍ନର ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ସୂଚନା ଦେଇଛନ୍ତି । କଟକ ଓ ସମ୍ବଲପୁର ସହରର ପରିତ୍ୟକ୍ତ ପାଣିରୁ ମହାନଦୀ ପ୍ରଦୂଷିତ ହେଉଛି । ମନୁଷ୍ୟକୃତ କାରଣରୁ ସଙ୍ଖ ଓ କୋଏଲ ନଦୀ ବି ପ୍ରଦୂଷିତ ଏବଂ ଏହା ପାନୀୟ ଉପଯୋଗୀ ନୁହେଁ । ରାଉରକେଲା ସହରର ପରିତ୍ୟକ୍ତ ପାଣି ଓ ଷ୍ଟୀଲ ପ୍ଲାଣ୍ଟ ବର୍ଜ୍ୟବସ୍ତୁ ଯୋଗୁ ବ୍ରାହ୍ମଣୀ ନଦୀ ପ୍ରଦୂଷିତ ହୋଇଯାଇଛି । ମନୁଷ୍ୟକୃତ କାରଣ ଯୋଗୁ ବୈତରଣୀ ପ୍ରଦୂଷିତ ହୋଇଥିବା ମନ୍ତ୍ରୀ କହିଛନ୍ତି । 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.