ETV Bharat / city

ସବୁ ଶିକ୍ଷାନୁଷ୍ଠାନକୁ ଭିନ୍ନକ୍ଷମ ଉପଯୋଗୀ କରାଯିବ - ଶିକ୍ଷାନୁଷ୍ଠାନ ହେବ ଭିନ୍ନକ୍ଷମ

ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟକୁ ଭିନ୍ନକ୍ଷମ ଉପଯୋଗୀ କରାଯିବା ନେଇ ଯୋଜନା ପ୍ରସ୍ତୁତ । ଅଧିକ ପଢନ୍ତୁ...

ସବୁ ଶିକ୍ଷାନୁଷ୍ଠାନକୁ ଭିନ୍ନକ୍ଷମ ଉପଯୋଗୀ କରାଯିବ

author img

By

Published : Feb 17, 2021, 10:58 PM IST

ଭୁବନେଶ୍ୱର: ରାଜ୍ୟରେ ରହିଥିବା ସମସ୍ତ ଘରୋଇ ଓ ସରକାରୀ ସ୍କୁଲ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ଭିନ୍ନକ୍ଷମ ଉପଯୋଗୀ କରାଯିବ । ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଉଚ୍ଚଶିକ୍ଷା, ଗଣଶିକ୍ଷା ଓ ବୈଷୟିକ ଶିକ୍ଷା ବିଭାଗକୁ ପତ୍ର ଲେଖାଯାଇଛି ।

ସବୁ ଶିକ୍ଷାନୁଷ୍ଠାନକୁ ଭିନ୍ନକ୍ଷମ ଉପଯୋଗୀ କରାଯିବ
ସବୁ ଶିକ୍ଷାନୁଷ୍ଠାନକୁ ଭିନ୍ନକ୍ଷମ ଉପଯୋଗୀ କରାଯିବ
ଏହାର ମାର୍ଗଦର୍ଶିକା ଜାରି କରି ସମୟ ସମୟରେ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ରିପୋର୍ଟ ଦେବେ । କେନ୍ଦ୍ର ସରକାରଙ୍କ Accesible India Campaignର ଏହା ଏକ ଆଧାର । ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ର, ଷ୍ଟାଫ ଓ ଅଭିଭାବକଙ୍କ ଭିଡ଼ ଜମୁଛି । ତେଣୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ଭିନ୍ନକ୍ଷମ ଉପଯୋଗୀ କରାଯିବ । ଡିସେମ୍ବର 2015 ରେ ସାମାଜିକ ନ୍ୟାୟ ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ୱାରା ଆକ୍ସେସିବିଲିଟି ଇଣ୍ଡିଆ ଅଭିଯାନ ଆରମ୍ଭ କରାଯାଇଥିଲା । ଜନସାଧାରଣ ପରିବହନ ଜନସାଧାରଣ ଦଲିଲ ଏବଂ ସରକାରୀ ୱେବସାଇଟ୍ ଭିନ୍ନକ୍ଷମଙ୍କ ପାଇଁ ସମ୍ପୁର୍ଣ୍ଣ ଭାବରେ ଉପଲବ୍ଧ କରାଯିବ ।

ଭୁବନେଶ୍ୱରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.