ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସବୁ ସ୍କୁଲ ପାଇଁ ବଡ଼ ଘୋଷଣା । କୋରୋନା ସ୍ଥିତିକୁ ଆଖି ଆଗରେ ରଖି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପ୍ରଯ୍ୟନ୍ତ ସବୁ ଛାତ୍ରଛାତ୍ରୀ ପାସ । ନବମ ଏବଂ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କୁ ସର୍ତ୍ତ ମୂଳକ ଭାବେ ସବୁ ପିଲାଙ୍କୁ ପାସ କରାଇଛନ୍ତି ।
!['All pass' for students of classes 1 to 8th in Odisha](https://etvbharatimages.akamaized.net/etvbharat/prod-images/od-bbs-3-allpass-avo-7205239_15052020212413_1505f_1589558053_1052.jpg)
!['All pass' for students of classes 1 to 8th in Odisha](https://etvbharatimages.akamaized.net/etvbharat/prod-images/od-bbs-3-allpass-avo-7205239_15052020212413_1505f_1589558053_553.jpg)
ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ