ETV Bharat / city

ଓଡିଶାର ଦୁଇ ବରପୁତ୍ରଙ୍କ ଜୟନ୍ତୀ; ସଭିଏଁ ଜଣାଇଲେ ଶ୍ରଦ୍ଧାଞ୍ଜଳି

ଆଜି ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ । ଏହି ଅବସରରେ ରାଜ୍ୟରେ ରସୁଲଗଡରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତି ଓ ଭିଏସଏସ ନଗର ଠାରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି ।

tribute to subhash bose and bira surendra sae
ଓଡିଶାର ଦୁଇ ବରପୁତ୍ରଙ୍କ ଜୟନ୍ତୀ; ସଭିଏଁ ଜଣାଇଲେ ଶ୍ରଦ୍ଧାଞ୍ଜଳି
author img

By

Published : Jan 23, 2020, 1:04 PM IST

ଭୁବନେଶ୍ବର : ଆଜି ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ । ଏହି ଅବସରରେ ରାଜ୍ୟରେ ରସୁଲଗଡରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତି ଓ ଭିଏସଏସ ନଗର ଠାରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି ।

ଓଡିଶାର ଦୁଇ ବରପୁତ୍ରଙ୍କ ଜୟନ୍ତୀ; ସଭିଏଁ ଜଣାଇଲେ ଶ୍ରଦ୍ଧାଞ୍ଜଳି

ବିଜେଡି, କଂଗ୍ରେସ, ବିଜେପି, ଫରୱାର୍ଡ ବ୍ଲକ, ବାମଦଳ ସହିତ ବହୁ ବେସରକାରୀ ତଥା ସାମାଜିକ ସଙ୍ଗଠନ ଗୁଡିକ ପକ୍ଷରୁ ପୁଷ୍ପମାଲ୍ୟ ଦିଆଯାଇଛି। ଏହି ସମୟରେ ସଭିଏଁ ସେମାନଙ୍କ ଆଦର୍ଶ ଓ ବଳିଦାନ ସମ୍ପର୍କରେ ଆଲୋକପାତ କରିବା ବେଳେ ଫରୱାର୍ଡ ବ୍ଲକ ପକ୍ଷରୁ ନେତାଜୀଙ୍କ ଜୟନ୍ତୀକୁ ସାରା ଦେଶରେ ଦେଶ ପ୍ରେମ ଦିବସ ଭାବେ ପାଳନ କରିବାକୁ ଦାବି କରାଯାଇଛି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଆଜି ହେଉଛି ଓଡ଼ିଶା ତଥା ଭାରତ ମାତାର ଦୁଇ ବରପୁତ୍ର ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କର ଜୟନ୍ତୀ।ଯେଉଁମାନେ ନିଜର ଜୀବନ ଓ ଯୌବନ କୁ ଦେଶ ଓ ଜାତି ପାଇଁ ସମର୍ପଣ କରି ଭାରତ ମାତାର ସେବାରେ ଜୀବନ ଉତ୍ସର୍ଗ କରିଥିଲେ।ଆଜି ସେହି ବୀର ସନ୍ତାନ ମାନଙ୍କୁ ବିଭିନ୍ନ ବର୍ଗର ଲୋକମାନେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ତାଙ୍କର ଆଦର୍ଶରେ ସଭିଏଁ ଉଦବୁଦ୍ଧ ହେବାକୁ ଆହ୍ବାନ ଦେଇଛନ୍ତି।

Body:ଭୁବନେଶ୍ୱରର ରସୁଲଗଡ଼ ରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତି ଓ ଭି ଏସ ଏସ ନଗର ଠାରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ରାଜନୈତିକ ଦଳ ଯଥା କଂଗ୍ରେସ,ବିଜେପି,ଫରୱାର୍ଡ ବ୍ଲକ,ବାମପନ୍ଥୀ,ବିଜେଡି ଏବଂ ବହୁ ବେସରକାରୀ ତଥା ସାମାଜିକ ସଂଗଠନ ମାନଙ୍କ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି।ଏହି ଅବସରରେ ସଭିଏଁ ସେମାନଙ୍କ ଆଦର୍ଶ ଓ ବଳିଦାନ ସମ୍ପର୍କରେ ଆଲୋକପାତ କରିବା ବେଳେ ଫରୱାର୍ଡ ବ୍ଲକ ପକ୍ଷରୁ ନେତାଜୀଙ୍କ ଜୟନ୍ତୀକୁ ସାରା ଦେଶରେ ଦେଶ ପ୍ରେମ ଦିବସ ଭାବେ ପାଳନ କରିବାକୁ ଦାବି କରାଯାଇଛି।
ବାଇଟ-1-ଦେବବ୍ରତ ବିଶ୍ୱାସ-ଫରୱାର୍ଡ ବ୍ଲକ
ବାଇଟ-4-ଅପରାଜିତା ଷଢଙ୍ଗୀ,
ବାଇଟ-2-ସମୀର ମହାନ୍ତି
ବାଇଟ-3-ପଞ୍ଚାନନ କାନୁନଗୋ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.