ETV Bharat / city

ଦିନକ ଦରମା ଦାନ କରିବେ IAS-IFS

ଗୋଟିଏ ଦିନର ଦରମା ଦାନ କରିବେ ରାଜ୍ୟର ସମସ୍ତ ଆଇଏଏସ୍ ଅଧିକାରୀ । ଅଧିକ ପଢନ୍ତୁ...

ଗୋଟିଏ ଦିନର ଦରମା ଦାନ କରିବେ ରାଜ୍ୟର ସମସ୍ତ ଜିଲ୍ଲାପାଳ

author img

By

Published : Apr 27, 2021, 9:00 PM IST

Updated : Apr 27, 2021, 9:57 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡଙ୍କୁ ଗୋଟିଏ ଦିନର ଦରମା ଦାନ କରିବେ ରାଜ୍ୟର ସମସ୍ତ ଆଇଏଏସ୍ ଓ ଆଇଏଫଏସ୍ ଅଧିକାରୀ । କୋରୋନାର ଏ ଭୟାନକ ପରିସ୍ଥିତିରେ ଅର୍ଥ ଦାନ କରିବାକୁ ନିଷ୍ପତ୍ତି ନେଇଛି ରାଜ୍ୟ ଆଇଏଏସ୍ ଓ ଆଇଏଫଏସ୍ ସଂଘ ।

କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର 18-45 ବର୍ଷ ବୟସର ବ୍ୟକ୍ତିଙ୍କୁ ମାଗଣା କୋରୋନା ଟିକା ଦେବାକୁ ଘୋଷଣା କରି ଥିବାବେଳେ ପ୍ରତିଦିନ ରାଜ୍ୟରୁ ଅନ୍ୟ ରାଜ୍ୟଗୁଡିକୁ ଅମ୍ଳଜାନ ପଠାଯାଉଛି । ତେବେ ଏପରିସ୍ଥିତିରେ ରାଜ୍ୟ ଆଏଏସ୍ ସଂଘ ଟିକାକାରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଗୋଟିଏ ଦିନର ଦରମା ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 27, 2021, 9:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.