ETV Bharat / city

ବେଆଇନ ପାର୍କିଂ କରୁଥିଲେ ସାବଧାନ ! ଗାଡି ଉଠାଇନେବ ପୋଲିସ - ଟ୍ରାଫିକ ପୋଲିସ

ଆଜିଠୁ ଇଲିଗାଲ ପାର୍କିଂ ବା ବେଆଇନ ପାର୍କିଂ ଉପରେ ଲଗାମ କଷିଛି କମିଶନରେଟ ପୋଲିସ । ୫୦୦ ଟଙ୍କାରୁ ଆରମ୍ଭ କରି କ୍ରେନ ବୋହିବା ଚାର୍ଜ ପର୍ଯ୍ୟନ୍ତ ଲଗାମ କଷୁଛି ଟ୍ରାଫିକ ପୋଲିସ । ନିୟମ ନଥାଇ ପାର୍କିଂ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 28, 2019, 10:29 PM IST

Updated : Aug 28, 2019, 11:07 PM IST

ଭୁବନେଶ୍ବର: ରାଜଧାନୀରେ ଗାଡି ପାର୍କିଂ କରୁଛନ୍ତି କି ? ହୁସିଆର, ଆପଣଙ୍କ ଗାଡି ନେଇଯାଇପାରେ ଟ୍ରାଫିକ ପୋଲିସ । କାରଣ ବେଆଇନ ପାର୍କିଂ ଉପରେ ଲଗାମ ଲଗାଇଛି କମିଶନରେଟ ପୋଲିସ । ନୋ ପାର୍କିଂ ଜୋନ ହେଉ ବା ରାସ୍ତାକଡ। କେଉଁଠି ନିୟମ ନଥାଇ ପାର୍କିଂ କଲେ ଲଗାଇ ଦେବେ ହ୍ବିଲ ଲକ । ନଚେତ କ୍ରେନ ଲଗାଇ ଟେକି ନେଇଯିବେ ଟ୍ରାଫିକ ଫାଇନ ଜୋନକୁ ।

ଏମିତି ଢଙ୍ଗରେ ଆଜିଠୁ ଇଲିଗାଲ ପାର୍କିଂ ବା ବେଆଇନ ପାର୍କିଂ ଉପରେ ଲଗାମ କଷିଛି କମିଶନରେଟ ପୋଲିସ । ୫୦୦ ଟଙ୍କାରୁ ଆରମ୍ଭ କରି କ୍ରେନ ବୋହିବା ଚାର୍ଜ ପର୍ଯ୍ୟନ୍ତ ଲଗାମ କଷୁଛି ଟ୍ରାଫିକ ପୋଲିସ । କିପରି ଟ୍ରାଫିକ କ୍ଲିୟର ହେବ ଏବଂ ସୁରୁଖୁରୁରେ ଲୋକେ ଯାତାୟତ କରିବେ ସେନେଇ ଏଭଳି ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି କମିଶନରେଟ ପୋଲିସ । ତେବେ ଆଜି 757 ଜଣଙ୍କ ଠାରୁ 1 ଲକ୍ଷ 82 ହଜାର 800 ଟଙ୍କା ଜୋରିମାନା ଆଦାୟ ହୋଇଛି ।

ତେବେ ଏଭଳି ନିୟମ ଲାଗୁ କରାଯାଇଥିଲେ ମଧ୍ୟ ଆସନ୍ତା ସେପ୍ଟେମ୍ବରରୁ ଏହାକୁ ଜୋରଦାର କରାଯିବ । ପ୍ରତ୍ୟେକ ସ୍ଥାନରେ ଏହି ନିୟମ କଡାକଡି କରାଯିବ ବୋଲି ସୂଚନା ଦେଇଛନ୍ତି ଆଡିସିନାଲ ଟ୍ରାଫିକ ଡିସିପି । ତେବେ କେଉଁ ସବୁ ନିର୍ଦ୍ଦିଷ୍ଟ ସ୍ଥାନରେ ପାର୍କିଂ ହେବ ସେନେଇ କୌଣସି ତଥ୍ୟ ମିଳିନାହିଁ ।

କିନ୍ତୁ ଫ୍ରି ପାର୍କିଂ ଯେଉଁଠି ରହିଛି କେବଳ ସେହି ସ୍ଥାନରେ ପି ଅକ୍ଷର ହୋଡିଂ ଥିବାର ସୂଚନା ରହିଛି । ତେବେ ଅନେକ ଜନଗହଳି ସ୍ଥାନରେ ପ୍ରିଂ ପାର୍କିଂ ନଥିବା ବେଳେ କେଉଁ ସ୍ଥାନରେ ପାର୍କିଂ ହେବ, କିଭଳି ସାଧାରଣ ଲୋକେ ଯାତାୟତ ସହ ସୁବିଧାରେ ପାର୍କିଂ କରିବେ ତାହାକୁ ନେଇ ଏବେ ବଡ ପ୍ରଶ୍ନ ଉଠିଛି ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:ଦେଖିକି ପାର୍କିଂ କର ,ନ ହେଲେ ପୋଲିସ ଫାଇନ ନବ
Body:
ରାଜଧାନୀରେ ଗାଡି ପାର୍କି କରୁଛନ୍ତି କି। ହୁସିଆରନେଇଯାଇପାରେ ଟ୍ରାଫିକ ପୋଲିସ। କାରଣ ବେଆଇନ ପାର୍କି ଉପରେ ଲଗାମ ଲଗାଇଛି ଗମିସନରେଟ ପୋଲିସ।ନୋ ପାର୍କି ଜୋନ ହେଉ ବା ରାସ୍ତା କଡ। କେଉଁଠି ନିୟମ ନଥାଇ ପାର୍କି ଗଲେ ଲଗାଇଦେବେ ହ୍ବିଲ ଲକ। ନଚେତ କ୍ରେନ ଲଗାଇ ଟେକି ନେଇଯିବେ ଟ୍ରାଫିକ ଫାଇନ ଜୋନ। ଏମିତି ଢଙ୍ଗରେ ଆଜିଠୁ ଇଲିଗାଲ ପାର୍କି ବା ବେଆଇନ ପାର୍କି ଉପରେ ଲଗାମ କଷିଛି। ୫୦୦ ଟଙ୍କାଠୁ ଆରମ୍ଭ କରି କ୍ରେନ ବୋହିବା ଚାର୍ଜ ପର୍ଯନ୍ତ ଲଗାମ କଷୁଛି ଟ୍ରାଫିକ ପୋଲିସ। କିପରି ଟ୍ରାଫିକ କ୍ଲିୟର ହେବ ଏବେଂ ସୁରୁଖୁରୁରେ ଲୋକେ ଯାତାୟତ କରାଯିବ ସେନେଇ ଏଭଳି ପ୍ରକ୍ରିୟା ଜାରି କରିଛି କମିସନରେଟ ପୋଲିସ। ତେବେ ଏଭଳି ନିୟମ ଲାଗୁ କରାଯାଇଥିଲେ ମଧ୍ଯ ଆସନ୍ତା ସେପ୍ଟେମ୍ବରରୁ ଏହା ଯୋରଦାର କରାଯିବ ପ୍ରତ୍ଯକ ସ୍ଥାନରେ କଡାକଡି ହେବ ବୋଲି ସୁଚନା ଦେଇଛନ୍ତି ଆଡିସିନାଲ ଟ୍ରାଫିକ ଡିସିପି।ତେବେ କେଉଁ ସବୁ ନିର୍ଧିଷ୍ଟ ସ୍ଥାନ ରେ ପାର୍କି ହେବ ସେନେଇ କୌଣସି ତଥ୍ଯ ମିଳିନାହିଁ। କିନ୍ତୁ ଫ୍ରି ପାର୍କି ଯେଉଁଠି ରହିଛି କେବଳ ସେହି ସ୍ଥାନରେ ପି ଅକ୍ଷର ଥିବା ହୋଡିଂ ଥିବାର ସୁଚନା ରହିଛି। ତେବେ ଅନେକ ଜନଗହଳି ସ୍ଥାନରେ ପ୍ରିଂ ପାର୍କି ନଥିବା ବେଳେ କେଉଁ ସ୍ଥାନରେ ପାର୍କି ହେବ ବୋକେ କିଭଳି ସାଧାରଣ ଯାତାୟତ ସହ ସୁବିଧାରେ ପାର୍କି କରିବେ ତାହା ଏବେ ବଡ ପ୍ରଶ୍ନ ଉଠିଛି।Conclusion:ବାଇଟ-ଅମରେଷ ପଣ୍ଡା,ଆଡିସିନାଲ ଟ୍ରାଫିକ ଡିସିପି
Last Updated : Aug 28, 2019, 11:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.