ETV Bharat / city

ଏମସ ଡାକ୍ତର କହି ବ୍ଯାଙ୍କରୁ ଲୋନ, ଦାମୀ କାର କିଣି ନକଲି ଡାକ୍ତର ଗିରଫ - fake doctor arrest

ନକଲି କାଗଜ ପତ୍ର ଓ ନକଲି ପରିଚୟ ପତ୍ର ଦେଇ ବ୍ୟାଙ୍କକୁ ଲଗାଇଲେ ଚୁନ । ଆଉ ଚୁନ ଲଗାଇଥିବା ଟଙ୍କାରେ ଦାମି କାର କିଣି ଫସିଲେ ନକଲି ଡାକ୍ତର ।

fake doctor arrest
fake doctor arrest
author img

By

Published : Jan 4, 2020, 3:51 AM IST

ଭୁବନେଶ୍ବର: ସୀମା ଟପିଲେ ଯୁବକ । ନକଲି ଡାକ୍ତର ସାଜି ବ୍ୟାଙ୍କରୁ ଉଠାଇଲେ ଋଣ । ନକଲି କାଗଜ ପତ୍ର ଓ ନକଲି ପରିଚୟ ପତ୍ର ଦେଇ ବ୍ୟାଙ୍କକୁ ଲଗାଇଲେ ଚୁନ । ଆଉ ଚୁନ ଲଗାଇଥିବା ଟଙ୍କାରେ ଦାମି କାର କିଣି ଫସିଲେ ଯୁବକ । ଏମିତି ଢଙ୍ଗରେ ଠକେଇ କରିଥିବ ଜଣେ ଠକକୁ ଗିରଫ କରିଛି କମିସନରେଟ ପୋଲିସ ।

କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ପାଇକ ସାହିର ସିଦ୍ଧାର୍ଥ ସ୍ବୟଂ ରାଉତ କୁ ଗିରଫ କରିଛି ପୋଲିସ । ନକଲି ଡାକ୍ତର ରିପୋର୍ଟ ସହ ନକଲି ଡକୁମେଣ୍ଟ ଓ ନକଲି ଷ୍ଟାମ୍ପ ଜବତ କରିଛି ନୟାପଲୀ ଥାନା ପୋଲିସ । ସୂଚନା ମୁତାବକ ୪ମାସ ତଳେ ନୟାପଲୀ ଥାନା ବ୍ୟାଙ୍କ ଅଫ ବରୋଦାରୁ ଏମସ ଡାକ୍ତର କହି ୨୦ ଲକ୍ଷ ରଣ ନେଇଥିଲେ । ପରେ ସେହି ଟଙ୍କାରେ ଦାମୀ କାର କିଣି ଆଉ ରଣ ଟଙ୍କା ଦେଉନଥିଲେ । ଏପରିକି ପ୍ରଥମ କିସ୍ତିରୁ ଚେକ ବାଉନସ ହେଉଥିଲେ ବି ଟଙ୍କା ଦେଉନଥିଲେ ଏବଂ ବ୍ୟାଙ୍କର ନୋଟିସର ଉତ୍ତର ରଖୁନଥିଲେ ।ଏନେଇ ଥାନାରେ ଅଭିଯୋଗ ପରେ ଗିରଫ କରିଛି ପୋଲିସ ।

ଭବୁନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Intro:ଏମସ ଡାକ୍ତର କହି ବ୍ଯାଙ୍କରୁ ଲୋନ,
ଦାମି କାର କିଣି ନକଲି ଡାକ୍ତର ଗିରଫBody:

ସିମା ଟପିଲେ ଯୁବକ।ସାଜିଲେ ନକଲି ଡାକ୍ତର।ଉଠାଇଲେ ବ୍ଯାଙ୍କରୁ ରଣ।ନକଲି କାଗଜ ପତ୍ର ଓ ନକଲି ପରିଚୟ ପତ୍ର ଦେଇ ବ୍ଯାଙ୍କକୁ ଲଗାଇଲେ ଚୁନ।ଆଉ ଚୁନ ଲଗାଇଥିବା ଟଙ୍କାରେ ଦାମି କାର କିଣି ଫସିଲେ ଯୁବକ।ଏମିତି ଢଙ୍ଗରେ ଠକେଇ କରିଥିବ ଜଣେ ଠକକୁ ଗିରଫ କରିଥି କମିସନରେଟ ପୋଲିସ।କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ପାଇକ ସାହିର ସିଦ୍ଧାର୍ଥ ସ୍ବୟଂ ରାଉତ କୁ ଗିରଫ କରିଛି ପୋଲିସ।ନକଲି ଡାକ୍ତର ରିପୋର୍ଟ ସହ ନକଲି ଡକୁମେଣ୍ଟ ଓ ନକଲି ଷ୍ଟାମ୍ପ ଜବତ କରିଛି ନୟାପଲି ଥାନା ପୋଲିସ।ସୁଚନା ମୁତାବକ ୪ମାସ ତଳେ ନୟାପଲି ଥାନା ବ୍ଯାଙ୍କ ଅଫ ବରୋଦାରୁ ଏମସ ଡାକ୍ତର କହି ୨୦ ଲକ୍ଷ ରଣ ନେଇଥିଲେ।ପରେ ସେହି ଟଙ୍କାରେ ଗାମି କାର କିଣି ଆଉ ରଣ ଟଙ୍କା ଦେଉନଥିଲେ। ଏପରିକି ପ୍ରଥମ କିଲ୍ତିରୁ ଚେକ ବାଉନସ ହେଉଥିଲେ ବି ଟଙ୍କା ଦେଉନଥିଲେ କି ବ୍ଯାଙ୍କର ନୋଟିସର ଉତର ରଖୁନଥିଲେ ।ଏନେଇ ଥାନାରେ ଅଭିଯୋଗ ପରେ ଗିରଫ କରିଛି ପୋଲିସ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.