ETV Bharat / city

ଜେଏନୟୁ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଘଟଣା: ଏଆଇଡିଏସଓ ପକ୍ଷରୁ ବିରୋଧ ପ୍ରଦର୍ଶନ - ଜେଏନୟୁ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ

ଦିଲ୍ଲୀର ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣକୁ ଏଆଇଡିଏସଓ ପକ୍ଷରୁ ରମାଦେବୀ ବିଶ୍ବବିଦ୍ୟାଳୟ ସମ୍ମୁଖରେ ବିରୋଧ କରାଯାଉଛି । ଅଧିକ ପଢନ୍ତୁ...

protest
ଜେଏନୟୁ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଘଟଣା
author img

By

Published : Jan 6, 2020, 4:51 PM IST

ଭୁବନେଶ୍ବର: ଗତକାଲି(ରବିବାର) ରାତିରେ ଦିଲ୍ଲୀର ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପରେ ଅଜଣା ବ୍ୟକ୍ତିମାନେ ଆକ୍ରମଣ କରିଛନ୍ତି । ଯାହାକୁ ବିରୋଧ କରି ବାମପନ୍ଥୀ ଦଳ । ଏବିଭିପି ଓ ଏବିଭିପି ବାମପନ୍ଥୀ ଛାତ୍ରସଙ୍ଗଠନ ଉପରେ ଆରୋପ ଓ ପ୍ରତ୍ୟାରୋପ ଲଗାଇବାରେ ଲାଗିଛନ୍ତି । ଏହା ଏବେ ରାଜନୀତିର ରୂପ ଧାରଣ କରିଥିବାବେଳେ, ଏହାର ପ୍ରତିବାଦ ଭୁବନେଶ୍ବରରେ ପ୍ରଦର୍ଶନ କରାଯାଉଛି ।

ଜେଏନୟୁ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ, ଏଆଇଡିଏସଓ ପକ୍ଷରୁ ବିରୋଧ ପ୍ରଦର୍ଶନ

ଏଆଇଡିଏସଓ (ଅଲ ଇଣ୍ଡିଆ ଡେମୋକ୍ରାଟିକ ଷ୍ଟୁଡେଣ୍ଟ ଅର୍ଗାନାଇଜେସନ)ପକ୍ଷରୁ ସ୍ଥାନୀୟ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରାଯାଉଛି । ଏହି ଆକ୍ରମଣ ଛାତ୍ରଛାତ୍ରୀଙ୍କ ସ୍ବରକୁ ବନ୍ଦ କରାଯିବା ପାଇଁ କରାଯାଉଥିବା ଭୁବନେଶ୍ବର ଜୋନ ସମ୍ପାଦକ ସ୍ବସ୍ତି ସଂଗୀତା ଦଳାଇ ଅଭିଯୋଗ କରିଛନ୍ତି । ଏହା ସହ ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯିବ ସହ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଗତକାଲି ରାତ୍ରିରେ ଦିଲ୍ଲୀର ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପରେ ଅଜଣା ବ୍ୟକ୍ତିମାନେ ଆକ୍ରମଣ କରିଛନ୍ତି।ଯାହାକୁ ବିରୋଧ କରି ବାମପନ୍ଥୀ ଦଲମାନେ ଏବିଭିପି ଓ ଏବିଭିପି ବାମପନ୍ଥୀ ଛାତ୍ରସଙ୍ଗଠନ ଉପରେ ଆରୋପ ଓ ପ୍ରତ୍ୟରୋପ ଲଗାଇବାରେ ଲାଗିଛନ୍ତି।ତେବେ ଏହା ଏବେ ରାଜନୀତିର ରୂପ ଧାରଣ କରୁଥିବା ବେଳେ ଏହାର ପ୍ରତିବାଦରେ ଭୁବନେଶ୍ୱରରେ ପ୍ରଦର୍ଶନ କରାଯାଉଛି।

Body:ଏଆଇଡିଏସଓ ପକ୍ଷରୁ ସ୍ଥାନୀୟ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଦର୍ଶନ କରାଯାଉଛି।ଏହି ଆକ୍ରମଣ ଛାତ୍ରଛାତ୍ରୀଙ୍କ ସ୍ୱରକୁ ବନ୍ଦ କରାଯିବା ପାଇଁ କରାଯାଉଥିବ ଭୁବନେଶ୍ୱର ଜୋନ ସମ୍ପାଦକ ସ୍ୱସ୍ତି ସଂଗୀତା ଦଳାଇ ଅଭିଯୋଗ କରିବା ସହ ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯିବ ସହ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି।
ବାଇଟ-ସ୍ୱସ୍ତି ସଂଗୀତା ଦଳାଇ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.