ETV Bharat / city

ସରିଲା ନବଦିନାତ୍ମକ ଯାତ୍ରା, ସମସ୍ତଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ - ନବଦିନାତ୍ମକ ଯାତ୍ରା

ଶେଷ ହୋଇଛି ମହାପ୍ରଭୁ ଜଗନ୍ନାଥଙ୍କ ନବଦିନାତ୍ମକ ଯାତ୍ରା। ଅନେକ ଚକାପଞ୍ଝା, ବାଦବିବାଦ ପରେ ସୁରୁଖୁରୁରେ ସମ୍ପନ୍ନ ହୋଇଛି ରଥଯାତ୍ରା। ଏନେଇ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅଧିକ ପଢନ୍ତୁ...

ସରିଲା ନବଦିନାତ୍ମକ ଯାତ୍ରା, ସମସ୍ତଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ

author img

By

Published : Jul 5, 2020, 1:05 AM IST

ଭୁବନେଶ୍ବର: ଶେଷ ହୋଇଛି ମହାପ୍ରଭୁ ଜଗନ୍ନାଥଙ୍କ ନବଦିନାତ୍ମକ ଯାତ୍ରା। ଅନେକ ଚକାପଞ୍ଝା, ବାଦବିବାଦ ପରେ ସୁରୁଖୁରୁରେ ସମ୍ପନ୍ନ ହୋଇଛି ରଥଯାତ୍ରା। ଏନେଇ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ଏନେଇ ଟ୍ବିଟରରେ ଉଲ୍ଲେଖ କରିଛନ୍ତି ।

ସରିଲା ନବଦିନାତ୍ମକ ଯାତ୍ରା, ସମସ୍ତଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ
ସରିଲା ନବଦିନାତ୍ମକ ଯାତ୍ରା, ସମସ୍ତଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ

କେନ୍ଦ୍ରମନ୍ତ୍ରୀ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜା ଦିବ୍ୟସିଂହ ଦେବ, ପୁରୀବାସୀ, ସେବାୟତ, ଛତିଶା ନିଯୋଗ, ମନ୍ଦିର ପ୍ରଶାସନ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି। ରଥଯାତ୍ରା, ସୁନାବେଶ, ବାହୁଡା, ଅଧରପଣା ନୀତି ସୁରୁଖୁରୁରେ ସମ୍ପନ୍ନ ହୋଇଛି। ଭକ୍ତଶୂନ୍ୟ ଭାବରେ ସମସ୍ତ ନୀତିକାନ୍ତି ହୋଇଥିଲେ ମଧ୍ୟ ଗଣମାଧ୍ୟମ ଓ ସୋସିଆଲ ମିଡିଆ ଜରିଆରେ କୋଟି କୋଟି ଭକ୍ତ ଏହାକୁ ଦେଖିବାର ସୁଯୋଗ ପାଇଛନ୍ତି ବୋଲି ସେ ଟ୍ବିଟରରେ ଉଲ୍ଲେଖ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.