ETV Bharat / city

ଦାମ ଗଲା ପରେ ଶୁଭେଚ୍ଛା ଦେଲେ ପ୍ରଭାରୀ ଅରୁଣ ସିଂ

ବିଜେପି କାହାକୁ ଅବହେଳା କରିନାହିଁ । ସମସ୍ତଙ୍କୁ ସୁଯୋଗ ଦେଇଛି । ଦଳ ପ୍ରତି ସମର୍ପଣ ଭାବ ରହିବା ଦରକାର । ଦାମ ଗଲା ପରେ ଏମିତି କହିଲେ ଅରୁଣ ...

author img

By

Published : Oct 16, 2019, 10:58 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଯାହା ଆଶଙ୍କା କରାଯାଉଥିଲା, ତାହା ଶେଷରେ ସତ ହେଲା । ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ବିଜେପିରୁ ଇସ୍ତଫା ଆଜି ଦେଇଛନ୍ତି ।

ଦାମଙ୍କ ଇସ୍ତଫା ପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ପ୍ରଭାରୀ ଅରୁଣ ସିଂ । ଅରୁଣ କହିଛନ୍ତି ଦାମ ରାଉତଙ୍କ ଇସ୍ତଫା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଦଳ ତାଙ୍କୁ ଅଣଦେଖା କରିନାହିଁ । ବରଂ ଦଳ ପକ୍ଷରୁ ଦାମ ରାଉତଙ୍କୁ ସୁଯୋଗ ଦିଆଯାଇଥିଲା । ଏପରିକି ନିର୍ବାଚନ ଲଢିବାକୁ ଦଳ ତାଙ୍କୁ ଟିକେଟ ମଧ୍ୟ ଦେଇଥିଲା । ମାତ୍ର ଏହା ନୁହେଁ ଯେ ଜଣେ ବ୍ୟକ୍ତିଙ୍କୁ ଦଳ ସବୁବେଳେ ନିର୍ବାଚନ ଲଢିବାକୁ ସୁଯୋଗ ଦେବ । ଯେତେବେଳେ ଦଳ କାହାକୁ ଟିକେଟ ଦେଉଛି ତେବେ ତାଙ୍କର ପ୍ରଥମ କର୍ତ୍ତବ୍ୟ ହେଲା ଦଳ ପ୍ରତି ସମର୍ପଣ ଭାବ ରହିବା ଜରୁରୀ ।

ବିଜେପିରୁ ଇସ୍ତଫା ଦେବା ଡ. ରାଉତଙ୍କ ନିଜସ୍ବ ନିଷ୍ପତି । ଦାମବାବୁଙ୍କର ବୟସ ହୋଇଯାଇଛି, ସ୍ବାସ୍ଥ୍ୟ ମଧ୍ୟ ଭଲ ରହୁନାହିଁ । ଯଦି ସେ ରାଜନୀତିରୁ ସନ୍ୟାସ ନେଇ ସମାଜ ସେବା କରିବାକୁ ମନ ବଳାଇଛନ୍ତି ତେବେ ତାଙ୍କୁ ଶୁଭକାମନା ବୋଲି କହିଛନ୍ତି ଅରୁଣ ସିଂ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଦାମଙ୍କ ଇସ୍ତଫା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ । ସେ କହିଛନ୍ତି କି, ଦାମ ରାଉତଙ୍କ ଇସ୍ତଫା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଦଳ ତାଙ୍କୁ ଅଣଦେଖା କରିନାହିଁ । ବରଂ ଦଳ ପକ୍ଷରୁ ଦାମ ରାଉତଙ୍କୁ ସୁଯୋଗ ଦିଆଯାଇଥିଲା । ଏପରିକି ନିର୍ବାଚନ ଲଢିବାକୁ ଦଳ ତାଙ୍କୁ ଟିକେଟ୍ ମଧ୍ୟ ଦେଇଥିଲା । ମାତ୍ର ଏହା ନୁହେଁ ଯେ ଗୋଟିଏ ବ୍ୟକ୍ତିଙ୍କୁ ଦଳ ସବୁବେଳେ ନିର୍ବାଚନ ଲଢିବାକୁ ସୁଯୋଗ ଦେବ । ତେଣୁ ଯେତେବେଳେ ଦଳ କାହାକୁ ଟିକେଟ୍ ଦେଉଛି ତେବେ ତାଙ୍କର ପ୍ରଥମ କର୍ତ୍ତବ୍ୟ ହେଲା କି ତାଙ୍କର ଦଳ ପ୍ରତି ସମର୍ପଣ ଭାବ ରହିବା ଜରୁରୀ । ବିଜେପିରୁ ଇସ୍ତଫା ଦେବା ଦାମ ରାଉତଙ୍କର ଏହା ନିଜସ୍ୱ ନିଷ୍ପତି । ଦାମବାବୁଙ୍କର ବୟସ ହୋଇଯାଇଛି, ସ୍ୱାସ୍ଥ୍ୟ ମଧ୍ୟ ଭଲ ରହୁନାହିଁ । ତେଣୁ ଯଦି ସେ ରାଜନୀତିରୁ ସନ୍ୟାସ ନେଇ ସମାଜ ସେବା କରିବାକୁ ମନ ବଳାଇଛନ୍ତି ତେବେ ତାଙ୍କୁ ଶୁଭକାମନା ବୋଲି କହିଛନ୍ତି। Body:ବାଇଟ ଅରୁଣ ସିଂ, ଓଡିଶା ବିଜେପି ପ୍ରଭାରୀ
ANI BYTEConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.