ପୁରୀ: ବିପୁଳ ପରିମାଣରେ ପିପିଲି ଉପନିର୍ବାଚନରେ ବିପୁଳ ଭୋଟ୍ରେ ବିଜୟ ହାସଲ କରିଛନ୍ତି ରୁଦ୍ର ପ୍ରତାପ ମହାରଥୀ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦ ହଜାର ୬୦୭ ଭୋଟ୍ ବ୍ୟବଧାନରେ ସେ ମାତ୍ ଦେଇଛନ୍ତି । ୯୨ ହଜାର ୮୧୦ ଖଣ୍ଡ ଭୋଟରେ ପିପିଲିରେ ବାଜିମାତ କରିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ । ଏହାକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ବହୁ ନେତା ମନ୍ତ୍ରୀ ନବ ନିର୍ବାଚିତ ଯୁବନେତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏହାସହ ପିପିଲି ବାସିନ୍ଦାଙ୍କୁ ଧନ୍ୟବାଦ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି ଯେ, "ବିଧାନସଭା ଉପ ନିର୍ବାଚନରେ ବିଜେଡିର ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ବିପୁଳ ଜନସମର୍ଥନ ଦେଇଥିବାରୁ ପିପିଲିବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ଏଥିସହ ଦଳର ସମସ୍ତ କର୍ମୀ ଓ ନେତୃବୃନ୍ଦଙ୍କୁ ମୋର ଶୁଭେଚ୍ଛା ଦେଉଛି । ବିଜୁ ଜନତା ଦଳ ଆପଣମାନଙ୍କର ଦଳ । ଆପଣମାନଙ୍କ ସେବାରେ ଆମେ ସର୍ବଦା ସମର୍ପିତ ରହିଛୁ।"
-
ବିଧାନସଭା ଉପ ନିର୍ବାଚନରେ @bjd_odisha ର ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ବିପୁଳ ଜନସମର୍ଥନ ଦେଇଥିବାରୁ ପିପିଲିବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ଏଥିସହ ଦଳର ସମସ୍ତ କର୍ମୀ ଓ ନେତୃବୃନ୍ଦଙ୍କୁ ମୋର ଶୁଭେଚ୍ଛା। ବିଜୁ ଜନତା ଦଳ ଆପଣମାନଙ୍କର ଦଳ। ଆପଣମାନଙ୍କ ସେବାରେ ଆମେ ସର୍ବଦା ସମର୍ପିତ। #BJDWinsHearts
— Naveen Patnaik (@Naveen_Odisha) October 3, 2021 " class="align-text-top noRightClick twitterSection" data="
">ବିଧାନସଭା ଉପ ନିର୍ବାଚନରେ @bjd_odisha ର ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ବିପୁଳ ଜନସମର୍ଥନ ଦେଇଥିବାରୁ ପିପିଲିବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ଏଥିସହ ଦଳର ସମସ୍ତ କର୍ମୀ ଓ ନେତୃବୃନ୍ଦଙ୍କୁ ମୋର ଶୁଭେଚ୍ଛା। ବିଜୁ ଜନତା ଦଳ ଆପଣମାନଙ୍କର ଦଳ। ଆପଣମାନଙ୍କ ସେବାରେ ଆମେ ସର୍ବଦା ସମର୍ପିତ। #BJDWinsHearts
— Naveen Patnaik (@Naveen_Odisha) October 3, 2021ବିଧାନସଭା ଉପ ନିର୍ବାଚନରେ @bjd_odisha ର ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ବିପୁଳ ଜନସମର୍ଥନ ଦେଇଥିବାରୁ ପିପିଲିବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ଏଥିସହ ଦଳର ସମସ୍ତ କର୍ମୀ ଓ ନେତୃବୃନ୍ଦଙ୍କୁ ମୋର ଶୁଭେଚ୍ଛା। ବିଜୁ ଜନତା ଦଳ ଆପଣମାନଙ୍କର ଦଳ। ଆପଣମାନଙ୍କ ସେବାରେ ଆମେ ସର୍ବଦା ସମର୍ପିତ। #BJDWinsHearts
— Naveen Patnaik (@Naveen_Odisha) October 3, 2021
ସେପଟେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ମଧ୍ୟ ରୁଦ୍ର ମହାରଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ, "ପିପିଲିରେ ମୁଖ୍ୟମନ୍ତ୍ରୀ ଓ ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ଲୋକପ୍ରିୟତା ରହିଛି । ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ପିପିଲି ବାସୀ । ବିଜୟ ପାଇଁ ରୁଦ୍ର ମହାରଥୀଙ୍କୁ ଶୁଭେଚ୍ଛା ଜଣାଉଛି ।"
-
ଅଭିନନ୍ଦନ ରୁଦ୍ର
— Samir Ranjan Dash (@samirdash01) October 3, 2021 " class="align-text-top noRightClick twitterSection" data="
ଧନ୍ୟବାଦ ପିପିଲି -ଡେଲାଙ୍ଗ ବାସୀ 🙏@Naveen_Odisha pic.twitter.com/FYcNMS3Vk6
">ଅଭିନନ୍ଦନ ରୁଦ୍ର
— Samir Ranjan Dash (@samirdash01) October 3, 2021
ଧନ୍ୟବାଦ ପିପିଲି -ଡେଲାଙ୍ଗ ବାସୀ 🙏@Naveen_Odisha pic.twitter.com/FYcNMS3Vk6ଅଭିନନ୍ଦନ ରୁଦ୍ର
— Samir Ranjan Dash (@samirdash01) October 3, 2021
ଧନ୍ୟବାଦ ପିପିଲି -ଡେଲାଙ୍ଗ ବାସୀ 🙏@Naveen_Odisha pic.twitter.com/FYcNMS3Vk6
ସେପଟେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଧ୍ୟ ଟ୍ବିଟ୍ କରି ରୁଦ୍ର ମହାରଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ରୁଦ୍ର ମହାରଥୀ, ମୁଖ୍ୟମନ୍ତ୍ରୀ ଓ ଦିବଙ୍ଗତ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ, "ଅଭିନନ୍ଦନ ରୁଦ୍ର । ପିପିଲି ଓ ଡେଲାଙ୍ଗବାସୀଙ୍କୁ ମଧ୍ୟ ଧନ୍ୟବାଦ"
-
ପିପିଲି ଉପ-ନିର୍ବାଚନରେ ବିଜୟୀ ହୋଇଥିବା ଆମର ଦଳୀୟ ପ୍ରାର୍ଥୀ ଶ୍ରୀ @rudramaharathy ଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ଏହା ସହ ଏହି ନିର୍ବାଚନ ମାଧ୍ୟମରେ ପିପିଲିର ଜନସାଧାରଣ ଆମର ପ୍ରିୟ ମୁଖମନ୍ତ୍ରୀ ଶ୍ରୀ @Naveen_Odisha Jiଙ୍କ ପ୍ରେରଣାଦାୟୀ ନେତୃତ୍ଵକୁ ହୃଦୟର ସହ ପୁନଃସମର୍ଥନ ଦେଇଥିବାରୁ ସେମାନଙ୍କୁ ମଧ୍ୟ ମୋର ଅଶେଷ ଧନ୍ୟବାଦ।
— Ranendra Pratap Swain (@rajaaswain) October 3, 2021 " class="align-text-top noRightClick twitterSection" data="
">ପିପିଲି ଉପ-ନିର୍ବାଚନରେ ବିଜୟୀ ହୋଇଥିବା ଆମର ଦଳୀୟ ପ୍ରାର୍ଥୀ ଶ୍ରୀ @rudramaharathy ଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ଏହା ସହ ଏହି ନିର୍ବାଚନ ମାଧ୍ୟମରେ ପିପିଲିର ଜନସାଧାରଣ ଆମର ପ୍ରିୟ ମୁଖମନ୍ତ୍ରୀ ଶ୍ରୀ @Naveen_Odisha Jiଙ୍କ ପ୍ରେରଣାଦାୟୀ ନେତୃତ୍ଵକୁ ହୃଦୟର ସହ ପୁନଃସମର୍ଥନ ଦେଇଥିବାରୁ ସେମାନଙ୍କୁ ମଧ୍ୟ ମୋର ଅଶେଷ ଧନ୍ୟବାଦ।
— Ranendra Pratap Swain (@rajaaswain) October 3, 2021ପିପିଲି ଉପ-ନିର୍ବାଚନରେ ବିଜୟୀ ହୋଇଥିବା ଆମର ଦଳୀୟ ପ୍ରାର୍ଥୀ ଶ୍ରୀ @rudramaharathy ଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ଏହା ସହ ଏହି ନିର୍ବାଚନ ମାଧ୍ୟମରେ ପିପିଲିର ଜନସାଧାରଣ ଆମର ପ୍ରିୟ ମୁଖମନ୍ତ୍ରୀ ଶ୍ରୀ @Naveen_Odisha Jiଙ୍କ ପ୍ରେରଣାଦାୟୀ ନେତୃତ୍ଵକୁ ହୃଦୟର ସହ ପୁନଃସମର୍ଥନ ଦେଇଥିବାରୁ ସେମାନଙ୍କୁ ମଧ୍ୟ ମୋର ଅଶେଷ ଧନ୍ୟବାଦ।
— Ranendra Pratap Swain (@rajaaswain) October 3, 2021
ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଧ୍ୟ ରୁଦ୍ର ମହାରଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଟ୍ବିଟ୍ କରି ଲେଖିଛନ୍ତି ଯେ, "ପିପିଲି ଉପ-ନିର୍ବାଚନରେ ବିଜୟୀ ହୋଇଥିବା ଆମର ଦଳୀୟ ପ୍ରାର୍ଥୀ ରୁଦ୍ର ମହାରଥୀଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ଏହାସହ ଏହି ନିର୍ବାଚନ ମାଧ୍ୟମରେ ପିପିଲିର ଜନସାଧାରଣ ଆମର ପ୍ରିୟ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେରଣାଦାୟୀ ନେତୃତ୍ଵକୁ ହୃଦୟର ସହ ପୁନଃସମର୍ଥନ ଦେଇଥିବାରୁ ସେମାନଙ୍କୁ ମଧ୍ୟ ମୋର ଅଶେଷ ଧନ୍ୟବାଦ।"
-
Many thanks to people of Pipili Assembly Constituency for electing BJD's Shri. Rudra Pratap Maharathy as their new MLA. This is a blessing by the people on leadership of Hon'ble CM Shri. Naveen Patnaik, Biju Janata Dal and for the development of Pipili. #BJDWinsHearts pic.twitter.com/jYT4E9Lp3S
— ଡ଼ଃ ସସ୍ମିତ ପାତ୍ର I Dr. Sasmit Patra (@sasmitpatra) October 3, 2021 " class="align-text-top noRightClick twitterSection" data="
">Many thanks to people of Pipili Assembly Constituency for electing BJD's Shri. Rudra Pratap Maharathy as their new MLA. This is a blessing by the people on leadership of Hon'ble CM Shri. Naveen Patnaik, Biju Janata Dal and for the development of Pipili. #BJDWinsHearts pic.twitter.com/jYT4E9Lp3S
— ଡ଼ଃ ସସ୍ମିତ ପାତ୍ର I Dr. Sasmit Patra (@sasmitpatra) October 3, 2021Many thanks to people of Pipili Assembly Constituency for electing BJD's Shri. Rudra Pratap Maharathy as their new MLA. This is a blessing by the people on leadership of Hon'ble CM Shri. Naveen Patnaik, Biju Janata Dal and for the development of Pipili. #BJDWinsHearts pic.twitter.com/jYT4E9Lp3S
— ଡ଼ଃ ସସ୍ମିତ ପାତ୍ର I Dr. Sasmit Patra (@sasmitpatra) October 3, 2021
ଅପରପକ୍ଷରେ ବିଜେଡି ସାଂସଦ ଡ. ସସ୍ମିତ ପାତ୍ର ମଧ୍ୟ ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଜନସାଧାରଣଙ୍କ ଆର୍ଶୀବାଦ ବୋଲି ସସ୍ମିତ ଟ୍ୱିଟ୍ କରିଛନ୍ତି ।
-
Many thanks to the people of Pipili for electing Rudra Maharathy. People of Odisha have consecutively supported Shri Naveen Patnaik through each by-poll such as Bijepur, Tirtol, Balasore and Pipili. It shows the love and blessings of the people of Odisha for Shri Naveen Patnaik.
— Manas Mangaraj (@manasrmangaraj) October 3, 2021 " class="align-text-top noRightClick twitterSection" data="
">Many thanks to the people of Pipili for electing Rudra Maharathy. People of Odisha have consecutively supported Shri Naveen Patnaik through each by-poll such as Bijepur, Tirtol, Balasore and Pipili. It shows the love and blessings of the people of Odisha for Shri Naveen Patnaik.
— Manas Mangaraj (@manasrmangaraj) October 3, 2021Many thanks to the people of Pipili for electing Rudra Maharathy. People of Odisha have consecutively supported Shri Naveen Patnaik through each by-poll such as Bijepur, Tirtol, Balasore and Pipili. It shows the love and blessings of the people of Odisha for Shri Naveen Patnaik.
— Manas Mangaraj (@manasrmangaraj) October 3, 2021
ସେହିପରି ପିପିଲିବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ତଥା ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ । ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କୁ ବିଜୟୀ କରାଇଥିବାରୁ ପିପିଲିବାସୀ ବହୁତ ବହୁତ ଧନ୍ୟବାଦ । ଓଡ଼ିଶାବାସୀ ଲଗାତାର ଭାବେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତି ସହଯୋଗ ବଜାୟ ରଖିଛନ୍ତି ।
-
ପିପିଲି ବିଧାନସଭା ଉପ ନିର୍ବାଚନରେ @bjd_odisha ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ବିଜୟ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ଲୋକାଭିମୁଖୀ କାମ ପ୍ରତି ଜନସାଧାରଣଙ୍କ ସମର୍ଥନକୁ ଦର୍ଶାଉଛି। ନିର୍ବାଚନରେ ବିପୁଳ ସମର୍ଥନ ପାଇଁ ପିପିଲିବାସୀଙ୍କୁ ଧନ୍ୟବାଦ, ଦଳର କର୍ମୀ ଓ ନେତୃବୃନ୍ଦଙ୍କୁ ଶୁଭେଚ୍ଛା ଜଣାଉଛି। #BJDWithOdisha pic.twitter.com/xKmixcLtUe
— Pranab Prakash Das (@pranabpdas) October 3, 2021 " class="align-text-top noRightClick twitterSection" data="
">ପିପିଲି ବିଧାନସଭା ଉପ ନିର୍ବାଚନରେ @bjd_odisha ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ବିଜୟ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ଲୋକାଭିମୁଖୀ କାମ ପ୍ରତି ଜନସାଧାରଣଙ୍କ ସମର୍ଥନକୁ ଦର୍ଶାଉଛି। ନିର୍ବାଚନରେ ବିପୁଳ ସମର୍ଥନ ପାଇଁ ପିପିଲିବାସୀଙ୍କୁ ଧନ୍ୟବାଦ, ଦଳର କର୍ମୀ ଓ ନେତୃବୃନ୍ଦଙ୍କୁ ଶୁଭେଚ୍ଛା ଜଣାଉଛି। #BJDWithOdisha pic.twitter.com/xKmixcLtUe
— Pranab Prakash Das (@pranabpdas) October 3, 2021ପିପିଲି ବିଧାନସଭା ଉପ ନିର୍ବାଚନରେ @bjd_odisha ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ବିଜୟ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ଲୋକାଭିମୁଖୀ କାମ ପ୍ରତି ଜନସାଧାରଣଙ୍କ ସମର୍ଥନକୁ ଦର୍ଶାଉଛି। ନିର୍ବାଚନରେ ବିପୁଳ ସମର୍ଥନ ପାଇଁ ପିପିଲିବାସୀଙ୍କୁ ଧନ୍ୟବାଦ, ଦଳର କର୍ମୀ ଓ ନେତୃବୃନ୍ଦଙ୍କୁ ଶୁଭେଚ୍ଛା ଜଣାଉଛି। #BJDWithOdisha pic.twitter.com/xKmixcLtUe
— Pranab Prakash Das (@pranabpdas) October 3, 2021
ସେପଟେ ପିପିଲି ବିଜୟ ପରେ ବିଜୁ ଜନତା ଦଳ ପକ୍ଷରୁ ପ୍ରତିକ୍ରିୟା ଆସିବାରେ ଲାଗିଛି । ଟ୍ୱିଟ୍ କରି ଦଳର ସାଙ୍ଗଠନିକ ସମ୍ପାଦକ, ସାଂସଦ ଓ ସାଧାରଣ ସମ୍ପାଦକ ପ୍ରମୁଖ ପ୍ରତିକ୍ରିୟା ରଖିଛନ୍ତି । ପିପିଲି’ ବିଜୟର ଶ୍ରେୟ ନବୀନଙ୍କ ଲୋକାଭିମୁଖୀ କାମ ବୋଲି ସମସ୍ତେ କହିଛନ୍ତି । ଏହା ସହ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟୀ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ପିପିଲି ଉପ-ନିର୍ବାଚନରେ ବିଜୟ ହାସଲ କରିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ । ଏନେଇ ପିପିଲିବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ।
ବିଜେଡିର ‘ପିପିଲି’ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାମ ପ୍ରତି ଜନସାଧାରଣଙ୍କ ସମର୍ଥନକୁ ଦର୍ଶାଉଛି ବୋଲି ସେ ଟ୍ୱିଟ୍ କରି କହିଛନ୍ତି । ବିପୁଳ ସମର୍ଥନ ପାଇଁ ପିପିଲିବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଦଳର କର୍ମୀ ଓ ନେତୃବୃନ୍ଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଣବ ପ୍ରକାଶ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର ଓ ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ