ETV Bharat / city

ପାଟକୁରାରେ ବିଜେଡିର ବିଜୟ, ପାର୍ଟି ଅଫିସରେ ସେଲିବ୍ରେସନ

author img

By

Published : Jul 24, 2019, 8:37 PM IST

ପାଟକୁରାରେ ବିଜେଡିର ବିରାଟ ବିଜୟ। ଏବେ ସମୟ ସେଲିବ୍ରେସନର। ତେବେ ବିଜେଡି ପ୍ରାର୍ଥିନୀ ସାବିତ୍ରୀ ଅଗ୍ରୱାଲଙ୍କ ବିଜୟ ପରେ ଦଳୀୟ କାର୍ଯ୍ୟାଳୟରେ ଚାଲିଛି ଜୋରଦାର ସେଲିବ୍ରେସନ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ଭୁବନେଶ୍ବର: ପାଟକୁରାରେ ବିଜେଡିର ବିରାଟ ବିଜୟ। ଏବେ ସମୟ ସେଲିବ୍ରେସନର। ତେବେ ବିଜେଡି ପ୍ରାର୍ଥିନୀ ସାବିତ୍ରୀ ଅଗ୍ରୱାଲଙ୍କ ବିଜୟ ପରେ ଦଳୀୟ କାର୍ଯ୍ୟାଳୟରେ ଚାଲିଛି ଜୋରଦାର ସେଲିବ୍ରେସନ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ଏନେଇ ବିଜେଡି ପକ୍ଷରୁ ଯୁବ,ମହିଳା ତୁଙ୍ଗ ନେତା ମାନେ ଦଳୀୟ କାର୍ଯ୍ୟାଳୟରେ ବିଶାଳ ପଟୁଆରରେ ନବୀନ ନିବାସ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରିଛନ୍ତି।

ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ପ୍ରତିକ୍ରିୟାରେ ନବୀନ କହିଛନ୍ତି, ଏ ବିଜୟ ହେଉଛି ପାଟକୁରା ବାସୀଙ୍କର । ବିଜେଡିକୁ ଏତେ ସଂଖ୍ୟକ ଭୋଟ ଦେଇ ବିଜୟୀ କରାଇଥିବାରୁ ପାଟକୁରାବାସୀଙ୍କୁ ଧନ୍ୟବାଦ । ଆଗକୁ ରାଜ୍ୟ ତଥା ପାଟକୁରା ବିକାଶ ପାଇଁ ଅଧିକ ପରିଶ୍ରମ କରାଯିବ ।

ଭୁବନେଶ୍ବରରୁ ତାପନ ଦାସ, ଇଟିଭି ଭାରତ

Intro:ପାଟକୁରା ରେ ବିଜେଡି ର ବିଜୟ ପରେ ଦଳୀୟ କାର୍ଯ୍ୟାଳୟ ରେ ସେଲିବ୍ରେସନ ।

Body:ବିଜେଡି ପକ୍ଷରୁ ଯୁବ,ମହିଳା ତୁଙ୍ଗ ନେତା ମାନେ ଦଳୀୟ କାର୍ଯ୍ୟାଳୟରେ ବିଶାଳ ପଟୁଆରରେ ନବୀନ ନିବାସ ପର୍ଯ୍ୟନ୍ତ ଏହି ବିଜୟ କୁ ସେଲିବ୍ରେସନ କରିଛନ୍ତି ।

Conclusion:ଏହା ସହ ନବୀନ ନିବାସ ରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଛନ୍ତି ।ନବୀନ ପ୍ରତିକ୍ରିୟା ରେ କହିଛନ୍ତି ଯେ ,ପାଟକୁରା ରେ ବିଜେଡି କୁ ବିଜୟୀ କରାଇଥିବାରୁ ପାଟକୁରା ବିସୀଙ୍କୁ ଧନ୍ୟବାଦ ଦେଇଛନ୍ତି ନବୀନ ।ଏହା ସହ ଆଗାମୀ ଦିନରେ
ପାଟକୁରା ରେ ବିକାଶ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।ଏହା ସହ ଆଗକୁ ରାଜ୍ୟର ବିକାଶ ପାଇଁ ଅଧିକ ପରିଶ୍ରମ କରିବେ ବୋଲି ନବୀନ କହିଛନ୍ତି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.