ETV Bharat / city

କାଶୀପୁରରେ ଝାଡାବାନ୍ତିରେ ଗଡୁଛି ମୁଣ୍ଡ, ବିଧାନସଭାରେ ପୁନର୍ବାର ଉଠାଇବ ବିଜେପି

author img

By

Published : Jul 23, 2022, 7:30 PM IST

ଝାଡ଼ାବାନ୍ତିରେ କାଶୀପୁରରେ ଆଉ ଏକ ପିଲାର ମୃତ୍ୟୁ ହୋଇଛି । ଘଟଣା ଦୁଃଖ ଦାୟକ କିନ୍ତୁ ରାଜ୍ୟ ସରକାର ସାମୟିକ ଭାବେ ଏହାକୁ ଚାପି ଦେବାକୁ ଅପଚେଷ୍ଟା କରୁଛନ୍ତି । ଏହାକୁ ପୁନର୍ବାର ବିଧାନସଭାରେ ଉଠାଯିବ ବୋଲି କହିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ଅଧିକ ପଢନ୍ତୁ

କାଶୀପୁରରେ ଝାଡାବାନ୍ତିରେ ଗଡୁଛି ମୁଣ୍ଡ, ବିଧାନସଭାରେ ପୁନର୍ବାର ଉଠାଇବା ବିଜେପି

ଭୁବନେଶ୍ବର: ଝାଡ଼ାବାନ୍ତିରେ କାଶୀପୁରରେ ଆଉ ଏକ ପିଲାର ମୃତ୍ୟୁ ହୋଇଛି । ଘଟଣା ଦୁଃଖ ଦାୟକ କିନ୍ତୁ ରାଜ୍ୟ ସରକାର ସାମୟିକ ଭାବେ ଏହାକୁ ଚାପି ଦେବାକୁ ଅପଚେଷ୍ଟା କରୁଛନ୍ତି । ଏହାକୁ ପୁନର୍ବାର ବିଧାନସଭାରେ ଉଠାଯିବ ବୋଲି କହିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ।

କାଶୀପୁରରେ ଝାଡାବାନ୍ତିରେ ଗଡୁଛି ମୁଣ୍ଡ, ବିଧାନସଭାରେ ପୁନର୍ବାର ଉଠାଇବ ବିଜେପି

ରୋକ ଲାଗୁନି ରାୟଗଡାରେ ଝାଡ଼ାବାନ୍ତିର ତାଣ୍ଡବ । ଗୋଟେ ପରେ ଗୋଟେ ଗଡୁଛି ମୁଣ୍ଡ । କାଶୀପୁରରେ ପୁନର୍ବାର ଆଉ ଏକ ଶିଶୁର ମୃତ୍ୟୁ ହୋଇଛି । ରାଜ୍ୟ ସରକାର ଘଟଣାକୁ ଚାପିବାକୁ ଚେଷ୍ଟା କରୁଛନ୍ତି ବୋଲି ହୋଇଛି ଅଭିଯୋଗ । ଯାହାଫଳରେ ଲୋକଙ୍କୁ ମରଣ ମୁହଁକୁ ଠେଲି ଦେଉଛନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ପୁଣି ଏକଥା ଗୃହରେ ଉଠାଇବ ବିଜେପି ବୋଲି କହିଛନ୍ତି ମୋହନ ।

ସେହିପରି କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ କହିଛନ୍ତି ଯେ, ସରକାର ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି । ଗୋଟେ ପରେ ଗୋଟେ ଜୀବନ ଯାଉଥିଲେ ବି ସରକାର ଧ୍ୟାନ ଦେଉ ନାହାନ୍ତି । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.