ETV Bharat / city

ପ୍ରକାଶ ପାଇଲା ଆଦର୍ଶ ବିଦ୍ୟାଳୟ ଫଳାଫଳ

author img

By

Published : Jul 15, 2020, 5:48 PM IST

ଓଡିଶା ଆଦର୍ଶ ବିଦ୍ୟାଳୟର ଚଳିତ ବର୍ଷ ଦଶମ ଶ୍ରେଣୀର ଫଳାଫଳ ପ୍ରକାଶ । ଚଳିତ ବର୍ଷ 214 ସ୍କୁଲର 5,430 ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ସେଥିରୁ 4427 ପିଲା ପାସ କରିଛନ୍ତି । ଅଧିକ ପଢନ୍ତୁ..

ପ୍ରକାଶ ପାଇଲା ଆଦର୍ଶ ବିଦ୍ୟାଳୟ ଫଳାଫଳ
ପ୍ରକାଶ ପାଇଲା ଆଦର୍ଶ ବିଦ୍ୟାଳୟ ଫଳାଫଳ

ଭୁବନେଶ୍ବର: ଓଡିଶା ଆଦର୍ଶ ବିଦ୍ୟାଳୟର ଚଳିତ ବର୍ଷ ଦଶମ ଶ୍ରେଣୀର ଫଳାଫଳ ପ୍ରକାଶ । ଚଳିତ ବର୍ଷ 214 ସ୍କୁଲର 5,430 ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ସେଥିରୁ 4427 ପିଲା ପାସ କରିଛନ୍ତି । 82.09 % ପାସ୍ ର ହାର ହୋଇଛି ।

ପ୍ରକାଶ ପାଇଲା ଆଦର୍ଶ ବିଦ୍ୟାଳୟ ଫଳାଫଳ

ବଲାଙ୍ଗୀରରେ 98.8 ମାର୍କ ରଖି ସଂସ୍କିର୍ଟି ହମାରୀ ଟପର ହୋଇଛନ୍ତି , ଦ୍ଵିତୀୟରେ ଭୁବନ ମେହେର 98.6 ଜୁନାଗଡ଼ ଓ ତୁତୀୟରେ ସଙ୍ଗୀତ ସଙ୍ଗମିତ୍ର ନାୟକ 97.8 ଆନନ୍ଦପୁର ରହିଛନ୍ତି । ଏହାସହ 7 ଟି ସ୍କୁଲରେ 100 ପ୍ରତିଶତ ରେଜଲ୍ଟ ହୋଇଛି ବୋଲି ସୂଚନା ଦେଇଛନ୍ତି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଉପଦେଷ୍ଟା ବିଜୟ କୁମାର ସାହୁ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.