ETV Bharat / city

ଇଣ୍ଟରନ୍ୟାସନାଲ ଟ୍ରେଡ ଫେୟାରରେ ଏସିଡ ଆଟାକ ପୀଡିତା ପ୍ରମୋଦିନୀଙ୍କ ଜଲୱା

author img

By

Published : Oct 21, 2019, 5:06 AM IST

25ଟି ରାଜ୍ୟ ଓ 10ଟି ଦେଶକୁ ଗୋଟିଏତ ଛାଟତ ତଳେ ପୁଣି ଏକାଠି କରିଛି ରାଜଧାନୀରେ ଆୟୋଜିତ ଇଣ୍ଟରନ୍ୟାସନାଲ ଟ୍ରେଡ ଫେୟାର । ଯେଉଁଥିରେ ଭିଡରେ ବି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ ଏସିଡ ଆଟାକ ପୀଡିତା ପ୍ରମୋଦିନୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଗୋଟିଏ ଛାତ ତଳେ ପୋଷାକଠାରୁ ଆରମ୍ଭ କରି ଗାଡି ମୋଟର ପର୍ଯ୍ୟନ୍ତ, ସବୁର ସମାହାର । 25ଟି ରାଜ୍ୟ ଓ 10ଟି ଦେଶକୁ ଗୋଟିଏତ ଛାଟତ ତଳେ ପୁଣି ଏକାଠି କରିଛି ରାଜଧାନୀରେ ଆୟୋଜିତ ଇଣ୍ଟରନ୍ୟାସନାଲ ଟ୍ରେଡ ଫେୟାର । ଯେଉଁଥିରେ ଭିଡରେ ବି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ ଏସିଡ ଆଟାକ ପୀଡିତା ପ୍ରମୋଦିନୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏସିଡ ଆଟାକ ପରେ ମଧ୍ୟ ଦୃଢ ମନୋବଳ ପାଇଁ ଅନ୍ୟଙ୍କ ଭିଡରେ ଭିନ୍ନ ହୋଇପାରିଛନ୍ତି ପ୍ରମୋଦିନୀ । ଯାହାର ଏକ ଉଦାହରଣ ସେ ଦେଇଥିଲେ ର୍ୟାମ୍ପରେ ଚାଲି । ଅନ୍ୟ ମଡେଲଙ୍କ ଗହଣରେ ବି କିଛି କମ ଲାଗୁନଥିଲେ ପ୍ରମୋଦିନୀ । ଢେର ଆତ୍ମବିଶ୍ବାସରେ ର୍ୟାମ୍ପରେ ଚାଲିବା ସହ ସେ ଜିତି ପାରିଥିଲେ ସଭିଙ୍କ ହୃଦୟ ।

ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ରାଜଧାନୀରେ ଆରମ୍ଭ ହୋଇଯାଇଛି ଇଣ୍ଟରନ୍ୟାସନାଲ ଟ୍ରେଡ ଫେୟାର । ଗୁପ୍ତା ଇଭେଣ୍ଟ ପକ୍ଷରୁ ଆଯୋଜିତ ଏହି କାର୍ଯ୍ୟକ୍ରମରେ 25ଟି ରାଜ୍ୟ ଓ 10ଟିଦେଶର ବ୍ୟବସାୟୀମାନେ ଯୋଗ ଦେଇଛନ୍ତି । 562ଟି ଭିନ୍ନ ଭିନ୍ନ ଷ୍ଟଲରେ ବ୍ୟବସାୟୀମାନେ ନିଜର ଜିନିଷ ବିକ୍ରି କରୁଛନ୍ତି । ଯେଉଁଥିପାଇଁ ସନ୍ଧ୍ୟା ବେଳେ ଜମୁଛି ଲୋକଙ୍କ ଭିଡ । ତେବେ ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ସୂଚନା ଦେଇଛନ୍ତି ଆୟୋଜକ ମଣ୍ଡଳୀ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:
ଇଣ୍ଟର ନେସନାଲ ଟ୍ରେଡ଼ ଫେୟାର ରାମ୍ପ ଶୋ ରେ ଚାଲି ପାଲଟିଲେ ଉଦାହରଣ ପାଲଟି ଲେ ଏସିଡ ପୀଡିତ ପ୍ରମେଦିନି

ରାଜଧାନୀ ରେ ଜୋର ଧରୁଛି ଇଣ୍ଟର ନେସନାଲ ଟ୍ରେଡ଼ ଫେୟାର।ସନ୍ଧ୍ୟାଲାଗୁଛି ଲୋକ ଙ୍କ ଭିଡ଼।କିନ୍ତୁ ଆଜି ଭିଡ଼ ଭିତରେ ବି କେନ୍ଦ୍ର ବିନ୍ଦୁ ପାଲଟି ଥିଲେ ଏସିଡ ପୀଡିତ ପ୍ରମେଦିନି। ମଡେଲ ମାନଙ୍କ ଭଳି ରାମ୍ପ ଶୋ ରେ ଚାଲି ପାଲଟିଲେ ଉଦାହରଣ।
ଏଠି ସୂଚନାଯୋଗ୍ୟ ଯେ
ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜଧାନୀ ରେ ଆରମ୍ଭ ହୋଇ ଯାଇଛି ଇଣ୍ଟର ନେସନାଲ ଟ୍ରେଡ଼ ଫେୟାର। ଗୋଟିଏ ଛାତ ତଳେ ଘର ଉପକରଣ ହେଉ ବା ଇଲେକ୍ଟ୍ରୋନିକ ଜିନିଷ, ପୋଷାକ ପତ୍ର ଠାରୁ ଗାଡି ମଟିର ସବୁ ର ବିକ୍ରି ଏଠି ହେଉଛି। ଗୁପ୍ତା ଇଭେରଣ୍ଟ ପକ୍ଷରୁ ଆୟୋଜିତ ଏହି ଇଣ୍ଟର ନେସନାଲ ଟ୍ରେଡ଼ ଫେୟାର ରେ 25 ଟି ରାଜ୍ୟ ଓ 10 ଟି ଦେଶ ର ବ୍ୟବସାୟୀ ଯୋଗ ଦେଇଛନ୍ତି।562 ଟି ଭିନ୍ନ ଭିନ୍ନ ଷ୍ଟଲ ରେ ବ୍ୟବସାୟି ନିଜର ଜିନିଷ ବିକ୍ରି କରୁଛନ୍ତି। ରାଜଧାନୀ ରେ ଆଜିକୁ 4 ବର୍ଷ ଧରି ହୋଇ ଆସୁଛି ଏହି ଇଣ୍ଟର ନେସନାଲ ଟ୍ରେଡ଼ ଫେୟାର। ଆସନ୍ତା 22 ପର୍ଯ୍ୟନ୍ତ ଏହି ଇଣ୍ଟର ନେସନାଲ ଟ୍ରେଡ଼ ଫେୟାର ଚାଲିବ ବୋଲି ଗୁପ୍ତା ଇଭେଣ୍ଟ କୁହାଯାଇଛି।

Body:ଇଣ୍ଟର ନେସନାଲ ଟ୍ରେଡ଼ ଫେୟାର ରାମ୍ପ ଶୋ ରେ ଚାଲି ପାଲଟିଲେ ଉଦାହରଣ ପାଲଟି ଲେ ଏସିଡ ପୀଡିତ ପ୍ରମେଦିନି

ରାଜଧାନୀ ରେ ଜୋର ଧରୁଛି ଇଣ୍ଟର ନେସନାଲ ଟ୍ରେଡ଼ ଫେୟାର।ସନ୍ଧ୍ୟାଲାଗୁଛି ଲୋକ ଙ୍କ ଭିଡ଼।କିନ୍ତୁ ଆଜି ଭିଡ଼ ଭିତରେ ବି କେନ୍ଦ୍ର ବିନ୍ଦୁ ପାଲଟି ଥିଲେ ଏସିଡ ପୀଡିତ ପ୍ରମେଦିନି। ମଡେଲ ମାନଙ୍କ ଭଳି ରାମ୍ପ ଶୋ ରେ ଚାଲି ପାଲଟିଲେ ଉଦାହରଣ।
ଏଠି ସୂଚନାଯୋଗ୍ୟ ଯେ
ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜଧାନୀ ରେ ଆରମ୍ଭ ହୋଇ ଯାଇଛି ଇଣ୍ଟର ନେସନାଲ ଟ୍ରେଡ଼ ଫେୟାର। ଗୋଟିଏ ଛାତ ତଳେ ଘର ଉପକରଣ ହେଉ ବା ଇଲେକ୍ଟ୍ରୋନିକ ଜିନିଷ, ପୋଷାକ ପତ୍ର ଠାରୁ ଗାଡି ମଟିର ସବୁ ର ବିକ୍ରି ଏଠି ହେଉଛି। ଗୁପ୍ତା ଇଭେରଣ୍ଟ ପକ୍ଷରୁ ଆୟୋଜିତ ଏହି ଇଣ୍ଟର ନେସନାଲ ଟ୍ରେଡ଼ ଫେୟାର ରେ 25 ଟି ରାଜ୍ୟ ଓ 10 ଟି ଦେଶ ର ବ୍ୟବସାୟୀ ଯୋଗ ଦେଇଛନ୍ତି।562 ଟି ଭିନ୍ନ ଭିନ୍ନ ଷ୍ଟଲ ରେ ବ୍ୟବସାୟି ନିଜର ଜିନିଷ ବିକ୍ରି କରୁଛନ୍ତି। ରାଜଧାନୀ ରେ ଆଜିକୁ 4 ବର୍ଷ ଧରି ହୋଇ ଆସୁଛି ଏହି ଇଣ୍ଟର ନେସନାଲ ଟ୍ରେଡ଼ ଫେୟାର। ଆସନ୍ତା 22 ପର୍ଯ୍ୟନ୍ତ ଏହି ଇଣ୍ଟର ନେସନାଲ ଟ୍ରେଡ଼ ଫେୟାର ଚାଲିବ ବୋଲି ଗୁପ୍ତା ଇଭେଣ୍ଟ କୁହାଯାଇଛି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.