ETV Bharat / city

ଶ୍ବଶୁର ଘରୁ ଚୋରି କରି ଜ୍ବାଇଁ ଗିରଫ - ଶ୍ବଶୁରକୁ ଘରୁ ଚୋରି କରି ଜ୍ବାଇଁ ଗିରଫ

ରାଜଧାନୀରେ ସାତିର ଚୋର । ନିଜ ଶ୍ବଶୁର ଘରୁ ଚୋରି କରି ଜ୍ବାଇଁ ଗିରଫ । କଳିଙ୍ଗବିହାରର ଏସକେ ସାଜିଦକୁ ଗିରଫ କରିଛି କମିସନରେଟ ପୋଲିସ । ଏମିତି ଘଟଣା ଘଟିଛି ଭରତପୁର ଥାନା ଅଞ୍ଚଳ ଆଇଗିଣିଆ ଚିଦାନନ୍ଦ ବିହାରରେ । ଅଧିକ ପଢନ୍ତୁ...

ଶ୍ବଶୁର ଘରୁ ଚୋରି କରି ଜ୍ବାଇଁ ଗିରଫ
ଶ୍ବଶୁର ଘରୁ ଚୋରି କରି ଜ୍ବାଇଁ ଗିରଫ
author img

By

Published : Mar 31, 2021, 5:39 PM IST

Updated : Mar 31, 2021, 8:40 PM IST

ଭୁବନେଶ୍ବର: ରାଜଧାନୀରେ ସାତିର ଚୋର । ନିଜ ଶ୍ବଶୁର ଘରୁ ଚୋରି କରି ଜ୍ବାଇଁ ଗିରଫ । କଳିଙ୍ଗବିହାରର ଏସକେ ସାଜିଦକୁ ଗିରଫ କରିଛି କମିସନରେଟ ପୋଲିସ । ଏମିତି ଘଟଣା ଘଟିଛି ଭରତପୁର ଥାନା ଅଞ୍ଚଳ ଆଇଗିଣିଆ ଚିଦାନନ୍ଦ ବିହାରରେ ।

ସୂଚନା ମୁତାବକ ଗତ ୨୬ ତାରିଖରେ ସାଜିଦ ନିଜ ପତ୍ନୀ ସହ କଳିଙ୍ଗ ବିହାରରେ ରହୁଥିଲେ । ତାଙ୍କ ପତ୍ନୀଙ୍କ ବାପା ଅର୍ଥାତ ଶ୍ବଶୁର ଘରେ ଏକା ଥିବାରୁ ତାଙ୍କୁ ଘରକୁ ଖାଇବା ପାଇଁ ନିମନ୍ତ୍ରଣ କରିଥିଲେ । ତେବେ ଶ୍ବଶୁର ସେଦିନ ଝିଅ ଅର୍ଥାତ ଜ୍ବାଇଁ ଘରକୁ ଆସିଥିବା ବେଳେ, ମଉକା ଦେଖି ଜ୍ବାଇଁ ଏସକେ ସାଜିଦ ଆଇଗିଣିଆ ସ୍ଥିତ ଚିଦାନନ୍ଦ ବିହାରରେ ଥିବା ଶ୍ବଶୁର ଘରେ ପଶି ଏକ ସ୍ପୋର୍ଟସ ବାଇକ ୬ ଲକ୍ଷ ଟଙ୍କା ଏବଂ ସୁନା ଜିନିଷ ଚୋରି କରିଥିଲେ ।

ଯାହାର ଅଭିଯୋଗ ଥାନାରେ ହେବା ପରେ ତୁରନ୍ତ ସ୍ପେଶାଲ ୨ ର ଅଫିସର ତଦନ୍ତ ଆରମ୍ଭ କରିଥିଲେ । ଜାଣିବାକୁ ପାଇଥିଲେ ଚୋରି ପଛରେ ଜ୍ବାଇଁର ହାତ । ଯାହାକୁ ନେଇ ଗିରଫ କରି ଚୋରି ବାଇକ ଓ ସୁନା ଜିନିଷ ଜବତ କରିଛି ପୋଲିସ ।

ଶ୍ବଶୁର ଘରୁ ଚୋରି କରି ଜ୍ବାଇଁ ଗିରଫ

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Mar 31, 2021, 8:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.