ETV Bharat / city

ଝରାଫୁଲଙ୍କୁ ନ୍ୟାୟ ଦାବିରେ ଏବିଭିପିର ବିକ୍ଷୋଭ ପ୍ରଦର୍ଶନ

author img

By

Published : Jan 28, 2021, 10:58 PM IST

Updated : Jan 29, 2021, 2:41 AM IST

ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କ ହତ୍ୟାକାଣ୍ଡକୁ ନେଇ ଏବିଭିପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦାବି କରିଛି ଏବିଭିପି । ଅଧିକ ପଢ଼ନ୍ତୁ...

ABVP protests demanding justice for jharaphula
ଝରାଫୁଲଙ୍କୁ ନ୍ୟାୟ ଦାବିରେ ଏବିଭିପିର ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ବର: ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କ ହତ୍ୟାକାଣ୍ଡକୁ ନେଇ ଏବିଭିପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦାବି କରିଛି ଏବିଭିପି । ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଯୁକ୍ତ ତିନି ଦ୍ଵିତୀୟ ବର୍ଷ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତଦେହ ଯାଜପୁରର କୁଆଖିଆ ନିକଟରୁ ଉଦ୍ଧାର ହୋଇଥିଲା।

ଭୁବନେଶ୍ବର ଏବିଭିପ ଶାଖା ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ଛାତ୍ରୀଙ୍କ ହତ୍ୟାକାଣ୍ଡର ପ୍ରକୃତ ଦୋଷୀକୁ ଚି଼ହ୍ନଟ କରାଯାଇ ତୁରନ୍ତ ଦଣ୍ଡ ବିଧାନ କରାଯାଉ ବୋଲି ଦାବି କରିଛି ଏବିଭିପି । ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଯୁକ୍ତ ତିନି ପଢ଼ୁଥିବା ଦ୍ଵିତୀୟ ବର୍ଷ ଛାତ୍ରୀ ଝରାଫୁଲ ନାୟକଙ୍କ ହତ୍ୟାକାଣ୍ଡରେ ଦୁଇଜଣ ଅଭିଯୁକ୍ତ ଚିହ୍ନଟ ହୋଇଛନ୍ତି । ଅଭିଯୁକ୍ତମାନେ ଏକ ସ୍କୁଟି ସାହାଯ୍ୟରେ ମୃତଦେହକୁ ନେଇ ନିଛାଟିଆ ସ୍ଥାନରେ ଫିଙ୍ଗୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

ଏହାକୁ ନେଇ ରାଜ୍ୟରେ ମହିଳା କେତେ ସୁରକ୍ଷିତ ବୋଲି ପ୍ରଶ୍ନ କରିଛି ଏବିଭିପି । ପ୍ରକୃତ ଦୋଷୀକୁ ଚି଼ହ୍ନଟ କରାଯାଇ ତୁରନ୍ତ ଦଣ୍ଡ ବିଧାନ କରାଯାଉ ବୋଲି ଦାବି କରିଛି ଏବିଭିପି |

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Jan 29, 2021, 2:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.