ETV Bharat / city

ରିମାଣ୍ଡରେ ଅଭୟ ପାଠକ, ଖୋଲିବ ସ୍କାଏକିଙ୍ଗ ସହ ଡିଲ୍ ଗୁମର

author img

By

Published : Dec 22, 2020, 4:46 PM IST

Updated : Dec 22, 2020, 9:08 PM IST

ପୋଲିସ ରିମାଣ୍ଡରେ ଯାଇଛନ୍ତି IFS ଅଭୟ ପାଠକ । ସ୍କାଏକିଙ୍ଗ ସହ ହୋଇଥିବା ଡିଲର ଗୁମର ଖୋଲିବା ପାଇଁ ତାଙ୍କୁ ଜେରା କରିବ ପୋଲିସ । ପଢନ୍ତୁ ଅଧିକ....

ପୋଲିସ  ରିମାଣ୍ଡରେ ଅଭୟ ପାଠକ , ଖୋଲିବ ସ୍କାଏକିଙ୍ଗ ସହ ଡିଲ୍ ଗୁମର

ଭୂବନେଶ୍ବର: ପୋଲିସ ରିମାଣ୍ଡରେ ଯାଇଛନ୍ତି IFS ଅଭୟ ପାଠକ । ସ୍କାଏ କିଙ୍ଗ ସହ ହୋଇଥିବା ଡିଲର ଗୁମର ଖୋଲିବା ପାଇଁ ତାଙ୍କୁ ଜେରା କରିବ ପୋଲିସ । ସେ ନେଇ ସ୍କାଏକିଙ୍ଗ ୬୫ଲକ୍ଷ ଠକେଇର ଗୁମର ଖୋଲିବାକୁ ରିମାଣ୍ଡରେ ନେଇଛି କମିଶନରେଟ ପୋଲିସ ।

ଭୁବନେଶ୍ବର ଡିସିପି ଉମାଶଙ୍କର ଦାସଙ୍କ ସୂଚନା

ପୁଅକୁ ଟାଟା ଏମଡି କହି ସ୍କାଏ କିଙ୍ଗ ସହ ପରିଚୟ କରାଇଥିଲେ ଅଭୟ । ସେ ନିଜେ ଏହି ଡିଲ ପାଇଁ ଚାର୍ଟାଡ଼ ଫ୍ଲାଇଟର ବୁକି ଓ ଟ୍ରାଭେଲିଂ ପାଇଁ ସମସ୍ତ କାରବାରର ମଧ୍ୟସ୍ଥି ସାଜିଥିଲେ । ଏଥିପାଇଁ ସ୍କାଏକିଙ୍ଗ ଅଫିସିଆଲଙ୍କୁ ଘରକୁ ଡ଼କାଇ ଡିଲ କରିଥିବା ସୁରାକ ପାଇଛି ପୋଲିସ ।

୪ଦିନିଆ ରିମାଣ୍ଡରେ ଆସିଥିବା ପୁଅ ଆକାଶର ସତ ମିଛର କ୍ରସ ଚେକ ପାଇଁ ବାପା ଅଭୟ ପାଠକୁ ନେଇ ପଚରାଉଚୁରା କରିବ ପୋଲିସ । ତେବେ କିପରି ସ୍କାଏକିଙ୍ଗର ୫ଟି ଆକାଉଣ୍ଟକୁ ଟଙ୍କା କାରବାର ହୋଇଥିଲା ସେ ଦିଗରେ ପ୍ରକ୍ରିୟା ଆରମ୍ଭ କରିଛି ।

ଠକେଇ ପାଇଁ କଣ ଉଦେଶ୍ୟ ଏବଂ ପୁଅଙ୍କ ନକଲି ଏମଡି ସମ୍ପର୍କରେ ଜାଣିଥିଲେ କି ନାହିଁ । ନା ଏସବୁରେ ତାଙ୍କର ପ୍ରତ୍ୟକ୍ଷ ସମ୍ପୃକ୍ତି ଅଛି ତାହା ଜାଣିବାକୁ ଚେଷ୍ଟା କରିବ କମିଶନରେଟ ପୋଲିସ ।

ଭୁବନଶ୍ବରରୁ ତାପସ ପରିଡା , ଇଟିଭି ଭାରତ

Last Updated : Dec 22, 2020, 9:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.