ETV Bharat / city

ରାଜ୍ୟରେ ପୁଣି ଆରମ୍ଭ ଆଧାର ପଞ୍ଜିକରଣ

ହିତାଧିକାରୀ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଥିବାରୁ ରାଜ୍ୟରେ ପୁଣି ଆରମ୍ଭ ହେବ ଆଧାର ପଞ୍ଜିକରଣ । କୋରୋନା ଯୋଗୁଁ ହୋଇଥିଲା ବନ୍ଦ । ଅଧିକ ପଢ଼ନ୍ତୁ...

AADHAAR registration,  IT department, letter to all District collectors, bhubaneswar news, ରାଜ୍ୟ ପୁଣି ଆରମ୍ଭ ଆଧାର ପଞ୍ଜିକରଣ, ଆଧାର
ରାଜ୍ୟରେ ପୁଣି ଆରମ୍ଭ ଆଧାର ପଞ୍ଜିକରଣ
author img

By

Published : May 13, 2020, 12:02 AM IST

ଭୁବନେଶ୍ବର: ଓଡିଶା ସରକାର ରାଜ୍ୟରେ ପୁଣି ଆଧାର ପଞ୍ଜିକରଣ ଆରମ୍ଭ କରିବେ। ଲକଡାଉନ ଓ କରୋନା ଭୂତାଣୁ ପାଇଁ ଏହି ପଞ୍ଜିକରଣ ବନ୍ଦ ରଖାଯାଇଥିଲା ।

AADHAAR registration,  IT department, letter to all District collectors, bhubaneswar news, ରାଜ୍ୟ ପୁଣି ଆରମ୍ଭ ଆଧାର ପଞ୍ଜିକରଣ, ଆଧାର
ରାଜ୍ୟରେ ପୁଣି ଆରମ୍ଭ ଆଧାର ପଞ୍ଜିକରଣ

ପୁଣି ଥରେ ଆଧାର ସେଣ୍ଟର ଖୋଲିବାକୁ ସବୁ ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖିଛି ଆଇଟି ବିଭାଗ । ବିଭାଗୀୟ ସ୍ବତନ୍ତ୍ର ସଚିବ ତଥା ଓକାକ ସିଇଓ ମନୋଜ ପଟ୍ଟନାୟକ ଏହି ଚିଠି ଲେଖିଛନ୍ତି। ମାର୍ଚ୍ଚ 20ରୁ ଏହି ବ୍ୟବସ୍ଥା ବନ୍ଦ ରହିଥିଲା । ତେବେ ଆଧାର ନଥିବାରୁ ଅନେକ ହିତାଧିକାରୀ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଥିବା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ରହିଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.